ଜଗାକୁ ଭେଟିଲେ ମନ୍ତ୍ରୀ ପ୍ରତାପ ଜେନା : ପରିବାର ବର୍ଗ ମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା
କନ୍ଧମାଳ (ଗଗନ କୁମାର ପ୍ରଧାନ) : ତିନି ଦିନିଆ କନ୍ଧମାଳ ଜିଲା ଗସ୍ତରେ ଥିବା ପଂଚାୟତି ରାଜ ପାନୀୟ ଜଳ ଓ ଗୃହ ନିର୍ମାଣ ନଗର ଉନ୍ନୟନ ତଥା ଆଇନମନ୍ତ୍ରୀ ପ୍ରତାପ ଜେନା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଯାଇ ଶିଶୁ ବିଭାଗକୁ ଯାଇ ଜଗାକୁ ସାକ୍ଷାତ କରି ତାର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।…