ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଦିପ୍ତୀମାନ ବଳ ବିଜେଡିରୁ ନିଲମ୍ବିତ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଜିଲ୍ଲା ସଭାପତି ମୟୂରଭଞ୍ଜ ସଦର ବିଜୁ ଜନତା ଦଳଙ୍କ ସୁପାରିଶ କ୍ରମେ ଆଜି ବିଜେଡି  ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ମୟୁରଭଞ୍ଜ ସଦରର ଦଳୀୟ କର୍ମୀ ଦିପ୍ତୀମାନ ବଳଙ୍କୁ ବିଶୃଙ୍ଖଳିତ  ଆଚରଣ ପାଇଁ  ଦଳରୁ ନିଲମ୍ବନ…

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର :  ଦଳବିରୋଧୀ କାର୍ଯ୍ୟ ପାଇଁ କୋରାପୁଟ ନିର୍ବାଚନ ମଣ୍ଡଳୀ ଲମତାପୁଟ ବ୍ଲକର ରଘୁରାମ ମଛଙ୍କୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି ।

Breaking : ଗ୍ରେଟବ୍ରିଟେନକୁ ହରାଇ ପୁରୁଷ ହକି ସେମିରେ ପ୍ରବେଶ କଲା ଭାରତ

ଟୋକିଓ : ଗ୍ରେଟବ୍ରିଟେନକୁ ହରାଇ ପୁରୁଷ ହକି ସେମିରେ ପ୍ରବେଶ କଲା ଭାରତ | ପୁରୁଷ ହକି କ୍ୱାର୍ଟର ଫାଇନାଲରେ ଭାରତର  ଦିଲ୍ଲୀପ ସିଂ, ଗୁରୁଜନ୍ତ ସିଂ ଏବଂ ହାର୍ଦ୍ଦିକ ସିଂଙ୍କ ଗୋଲ ସହାୟତାରେ ଭାତର ବ୍ରିଟେନକୁ ୩-୧ ଗୋଳାରେ ପରାସ୍ତ କରିବାବା ସହ  ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ…

ୟୁପିଏସସି ପରୀକ୍ଷାରେ ସର୍ବ ଭାରତୀୟ ସ୍ଥରରେ ସପ୍ତମ ସ୍ଥାନ ରଖିଥିବା ସୁଜିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା 

ବରଗଡ଼ : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସାଲେ ପାଳି ପଞ୍ଚାୟତ ଅନ୍ତର୍ଗତ ଜାମପାଲି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଚୈତନ୍ୟ ପ୍ରଧାନଙ୍କ ସୁପୁତ୍ର ସୁଜିତ ପ୍ରଧାନ ପରିସଂଖ୍ୟାନ ସେବାରେ ସର୍ବଭାରତୀୟ ପରୀକ୍ଷାରେ ସପ୍ତମ ସ୍ଥାନ  ରଖି ଜିଲ୍ଲା  ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଆଜି ସେ…

ଟୋକିଓ ଅଲିମ୍ପିକ : ପିଭି ସିନ୍ଧୁ ବ୍ୟାଡ଼ମିନ୍ଟନରେ ଜିତିଲେ ବ୍ରୋଞ୍ଜ ପଦକ

 ଟୋକିଓ ଅଲିମ୍ପିକ ଗେମ୍ସରେ ବ୍ରୋଞ୍ଜ ପଦକ ହାସଲ କରି ଭାରତ ପାଇଁ ଆଉ ଏକ ଗୌରବ ଆଣିଛନ୍ତି ବ୍ୟାଡମିଣ୍ଟନ ସେନ୍ସେସନ ପିଭି ସିନ୍ଧୁ | ସେ ସିଧାସଳଖ ଗେମରେ ହେ ବିଙ୍ଗ ଜିଆଓଙ୍କୁ ପରାସ୍ତ କରି ଜିତିଛନ୍ତି ଏହି ପଦକ |ରବିବାର ଦିନ ପିଭି ସିନ୍ଧୁ ଇତିହାସ ରଚନା କରି ବ୍ରୋଞ୍ଜ ପଦକ ପାଇଁ ଅନୁଷ୍ଠିତ…

ଓଡିଶା ମୋ ପରିବାର ତରଫରୁ ରକ୍ତ ଦାନ ଶିବିର

ବରଗଡ :- ରକ୍ତ ଅଭାବକୁ ଦୂର କରିବା ପାଇଁ ବିଜୁ ଜନତା ଦଳର ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯକ୍ରମ ମାଧ୍ୟମରେ କ୍ରମାଗତ ଭାବରେ ପ୍ରୟାସ ଜାରି ରଖିଛି । ଆଜି ଓଡିଶା ମୋ ପରିବାର  ଏବଂ ବରଗଡ ଯୁବ ଛାତ୍ର ଜନତା ଦଳ ଅନୁକୁଲ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ…

ଆଇସିଆଇସିଆଇ  ଫାଉଣ୍ଡେସନ ଏବଂ ଆଇସିଆଇସିଆଇ ଵ୍ୟାଙ୍କ ତରଫରୁ ୧୩ ଗୋଟି ଅକ୍ସିଜେନ କଂସେନଟ୍ରେଟର ପ୍ରଦାନ l

ରାୟଗଡରୁ ସରୋଜ କୁମାର ସାହୁ: କୋଭିଡ ମହାମାରୀରେ କୋଭିଡ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଯାଇ ଆଜି ଆଇସିଆଇସିଆଇ ବ୍ୟାଙ୍କ ଫାଉଣ୍ଡେସନ ତରଫରୁ ରାୟଗଡ ଵ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ମନୋଜ କୁମାର…

ସହରରେ ଭୂମିହୀନଙ୍କୁ ଘର ଓ ଡିହ ପଟ୍ଟା ଦିଆଯାଉ-ନରସିଂହ

ବଲାଙ୍ଗିର/ ନିରୋଜ ମିଶ୍ର - ଜିବିକା ନିର୍ବାହ ପାଇଁ ବଲାଙ୍ଗିର ସହରର ଆଖ ପାଖ ଅଂଚଳ ନିକଟବର୍ତ୍ତି ଗାଁ ଗଣ୍ଡାରୁ ଅନେକ ଲୋକ ସହର ମଧ୍ୟକୁ ଆସୁଛନ୍ତି । ସମୟକ୍ରମେ ସେମାନେ ନିଜର ପେଟ ପାଟଣା ପାଇଁ ଅନେକ ସରକାରୀ ଜାଗାରେ ଘର ଖଣ୍ଡେ ତିଆରି କରି ରହିଯାଉଛନ୍ତି । ସରକାରର ଦାୟିତ୍ୱ ଓ କର୍ତ୍ତବ୍ୟ…

ଟପ୍ କ୍ୟାଡର୍ ମାଓବାଦୀ କଲା ଆତ୍ମସମର୍ପଣ

ବଲାଙ୍ଗୀର/ ନିରୋଜ ମିଶ୍ର : ପୁଲିସ୍ ନିକଟରେ ଜଣେ ଟପ୍ କ୍ୟାଡର୍ ମାଓବାଦୀ ଆତ୍ମସମର୍ପଣ କରିଥିବାର ଖବର ମିଳିଛି। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଏସ୍‌ପି ନୀତିନ କୁଶଳକରଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛି ଆଇତୁ କୋରସା ଓରଫ ସୁରଜନ ଓରଫ ଅମିତ। ମିଳିଥିବା ସୂଚନା ଅନୁଯାୟୀ,…

ସ୍ବାଧୀନତାର ଏତେଦିନ ପରେ ମଧ୍ୟ ପଲସାନି ଗାଁ କୁ ପକ୍କା ରାସ୍ତା ଟିଏ ନାହିଁ ।

ବର୍ଷା ଦିନରେ କାଦୁଅ ପଚପଚ ରାସ୍ତାରେ ଯିବାଆସିବା କରୁଛନ୍ତି ଗ୍ରାମବାସୀ । ପଦ୍ମପୁର(ଶାସକପ୍ରଶାସକ)- ଗ୍ରାମାଞ୍ଚଳକୁ ସହରାଞ୍ଚଳ ସହ ସିଧାସଳଖ ଯୋଡିବା ପାଇଁ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପକ୍କା ସଡ଼କ ତିଆରି କରୁଛନ୍ତି । ପଞ୍ଚାୟତ ତରଫରୁ ମଧ୍ୟ ପକ୍କା ରାସ୍ତା ତିଆରି…