କାଶୀପୁର: ଅରିଜିନାଲ ବିଜେଡି ଓ ଡୁପ୍ଲିକେଟ ବିଜେଡିର ଗୋଟିଏ ସ୍ୱର
ବହୁଦିନ ପରେ ଗୋଟିଏ ଜାଗାରେ ଏକାଠି ଦିଶିଲେ ପାତ୍ର ଓ ମହାପାତ୍ର
କାଶୀପୁର ରୁ ବୈକୁଣ୍ଠ ଦୁରିଆ:କାଶୀପୁର ବିଜେଡି ଦଳର କାର୍ଯ୍ୟାଳୟ ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକଙ୍କ କରକମଳରେ ଉଦଘାଟିତ ହୋଇଯାଇଛି | ଆଜି ଦିନ 12ଘଟିକା ସମୟରେ କାଶୀପୁର ହନୁମାନ ମନ୍ଦିର ନିକଟରୁ ବିଜୁ…