ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଚାଲିଛି ଯଜ୍ଞ ବେଦ ପାଠ
ପୁରୀ/ ଅନିମେଶ ପଟ୍ଟନାୟକ : ଯଜ୍ଞ ବେଦ ଶ୍ଲୋକରେ କମ୍ପୁଛି ଶ୍ରୀମନ୍ଦିର ଉତ୍ତର ଦ୍ୱାର ଓ ଏହାର ଆଖପାଖ ଅଞ୍ଚଳ। ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପୂଜା କର୍ମ। ଆସନ୍ତା କାଲି ଦିଆଯିବ ପୂର୍ଣ୍ଣାହୁତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ପୂର୍ଣ୍ଣାହୁତିର କାର୍ଯ୍ୟକ୍ରମ ।…