ତେରବେଡା ଗ୍ରାମରେ ଅବକାରୀ ଚଢାଉ ୪ କେଜି ଗଞ୍ଜେଇ ଜବତ ଜଣେ ଗିରଫ

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ତେରବେଡା ଗ୍ରାମରେ ଶନିବାର ଅବକାରୀ ବିଭାଗ ଚଢ଼ଉ କରି ୪ କେଜି ଗଞ୍ଜେଇ ସହ ଜଣଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ ଅବକାରୀ ବିଭାଗ କୈାଣସି ସୂତ୍ରରୁ ଖବର ପାଇ ସମ୍ବଲପୁର ଅବକାରୀ ଅଧିକାରୀଙ୍କ ନିର୍ଦ୍ଦେଶ…

ରାୟଗଡ଼ା ଓ କଳାହାଣ୍ଡି ସୀମାନ୍ତରେ ସି ଆର୍ ପି ଏଫ୍ ଟିମ୍ ଙ୍କ କୁମ୍ବିଂ ଅପରେସନ

ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ। କଲ୍ୟାସିଂହପୁର/ପ୍ରଦିପ ଦଳାଇ:ରାୟଗଡ଼ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତର ତ୍ରିଲୋଚନପୁର୍ ଗାଁ ଠାରେ ଥିବା ଚତୁର୍ଥ ବେଟାଲିଆନ୍ ପକ୍ଷରୁ କୁମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ରାୟଗଡ଼ା ଚତୁର୍ଥ ବେଟାଲିଆନ୍ ସି…

ଟୋକିଓ ଅଲିମ୍ପିକରେ ଚମକିଲେ ଭାରତର ସୁନାପୁଅ ନିରଜ ଚୋପ୍ରା

ଇତିହାସ ସୃଷ୍ଟି କରି ଭାରତ ପାଇଁ ଗୌରବ ଆଣିଲେ ନିରଜ ଟୋକିଓ :  ଅଲିମ୍ପିକରେ ଭାରତ ପାଇଁ ଫିଲଡ ଆଣ୍ଡ ଟ୍ରାକ ଇଭେଣ୍ଟରେ ପ୍ରଥମ ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ଟୋକିଓ ଅଲିମ୍ପିକରେ ଭାରତ ପାଇଁ ଏପରି ବିରଳ ଗୌରବ ଆଣିଦେଇଛନ୍ତି ଭାରତର ସୁନା ପୁଅ  ନିରଜ ଚୋପ୍ରା |  ଅଲିମ୍ପିକ ଜାଭେଲିନ ଥ୍ରୋରେ…

ଟୋକିଓ ଅଲମ୍ପିକ : ଭାରତର ବଜରଙ୍ଗ ପୁନିଆ କାଜାକସ୍ଥାନର ନିୟଜବେକଭଙ୍କୁ ହରାଇ ଜିତିଲେ ବ୍ରୋଞ୍ଜ ପଦକ

ଟୋକିଓ : ଭାରତର ରେସଲର ବଜରଙ୍ଗ ପୁନିଆ ପୁରୁଷ 65 କିଲୋଗ୍ରାମ ଫ୍ରିଷ୍ଟାଇଲରେ କାଜାଖସ୍ତାନର ଡାଲେଟ୍ ନିୟାଜବେକୋଭଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବଜରଙ୍ଗ ଏକ ମ୍ୟାଚରେ ୮-୦ ରେ ଜିତିଛନ୍ତି | ପ୍ରଥମ ପର୍ଯ୍ୟାୟ ପରେ ବଜରଙ୍ଗ ୨-୧ରେ ଆଗୁଆ ରହିଥିଲେ। ମ୍ୟାଚକୁ ଆରାମରେ…

ଲୋୟର ଶୁକତେଲ ବୁଡି ଅଂଚଳ ପରିଦର୍ଶନ କଲେ ନରସିଂହ

ସଂପୁର୍ଣ୍ଣ ବିସ୍ଥାପିତ ନହେବା ପର୍ଯ୍ୟନ୍ତ ଲୋକଙ୍କ ମୌଳିକ ଅଧିକାର ପ୍ରତି ଧ୍ୟାନ ଦେଉ ସରକାର- ନରସିଂହ ବଲାଙ୍ଗିର(ନିରୋଜ ମିଶ୍ର)- ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ତଥା ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଲୋୟର ସୁକତେଲ ଜଳ ସରଚନ ପ୍ରକଲ୍ପ ଦ୍ୱାରା ସଂପୁର୍ଣ୍ଣ ପ୍ରଭାବିତ…

ଲାଂଚ ନେବା ମହଙ୍ଗା ପଡିଲା: ଭିଜିଲାନସ୍ ଜାଲରେ ଫସିଗଲେ ନାକଟିଦେଉଳ ବ୍ଲକର ଏପିଓ ବାବୁ

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ନାକଟିଦେଉଳ ବ୍ଲକ୍ ର ସହକାରୀ ପୋଗ୍ରାମ ଅଧିକାରୀ ଭିଜିଲାନସ୍ ଜାଲରେ ଫସିଗଲେ। ଏହାକୁ ନେଇ ଅଂଚଳରେ ବେଶ୍ ଚାଂଚଲ୍ୟ ଖେଳିଯାଇଥିବା ବେଳେ ଏବେ ଜେଲର ଚାରିକାନ୍ଥ ଭିତରେ ସଂପୃକ୍ତ ଅଧିକାରୀ। ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ର ସହକାରୀ ପୋଗ୍ରାମ୍ ଅଧିକାରୀ…

ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ କୋଭିଡ ଟିକାକୁ ଭାରତରେ ଅନୁମତି

ନୂଆଦିଲ୍ଲୀ : ଜରୁରୀକାଳୀନ ବ୍ୟବହାର ପାଇଁ  ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ କୋଭିଡ ଟିକାକୁ ଭାରତରେ ଅନୁମତି ମିଳିଛି | ଆଜି ଏ ବିଷୟ ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଂଡାଭ୍ୟ | 

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଖାପଚରେ ଜୁନିଅର କ୍ଲର୍କ

ପ୍ରାଥମିକ ତଥ୍ୟ ଅନୁଯାୟୀ ଦୁଇଟି ତିନି ମହଲା, ଗୋଟିଏ ଦୁଇ ମହଲା କୋଠା, ୯ ଟି ପ୍ଲଟ୍, ନଗଦ ୮,୦୬,୭୦୦ / - ଟଙ୍କା ବଲାଙ୍ଗୀର (ନିରୋଜ ମିଶ୍ର) : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲାର ପୁଇଁତଲା ବ୍ଳକର ବରିଷ୍ଠ କିରାଣିଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି।…

ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଲଗ୍ନ ଧାର୍ଯ୍ୟ।

ବଲାଙ୍ଗୀର (ନିରୋଜ ମିଶ୍ର) : ପଶ୍ଚିମ ଓଡ଼ିଶାରେ କୃଷିଭିତ୍ତିକ ଗଣ ପର୍ବ ତଥା ପାରମ୍ପରିକ ପର୍ବ ନୂଆଁଖାଇ। ଧାନ ଅମଳର ଖୁସି ପାଳନ କରିବା ନିମନ୍ତେ ପାଳନ କରାଯାଇଥାଏ।ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ଅର୍ଥାତ ଗଣେଶ ଚତୁର୍ଥୀ ର ପରଦିନ ପାଳିତ ହୋଇଥାଏ।ଯାହା ଚଳିତ…

ଖୁବଶୀଘ୍ର ସିନ୍ଧୁ ଆରମ୍ଭ କରିବେ କ୍ରୀଡାଏକାଡେ଼ମୀ, ସରକାର ଯୋଗାଇଦେବେ ସହାୟତା

ଅଲିମ୍ପିକ ପଦକ ବିଜୟିନୀ ସିନ୍ଧୁଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ମୁଖ୍ୟମନ୍ତ୍ରୀ ଜଗନ ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀ ଶୁକ୍ରବାର ଦିନ ଅଲିମ୍ପିକ ପଦକ ବିଜୟିନୀ ହୋଇ ଜନ୍ମମାଟିକୁ ଫେରିଥିବା ସଟଲର ପିଭି ସିନ୍ଧୁଙ୍କୁ ସମ୍ବର୍ଧନା ଜଣାଇଛନ୍ତି | ରାଜ୍ୟ…