ଦୁଇ ଦିନିଆ ହରିକଥାମୃତ ଉପରେ ପ୍ରବଚନ :ବାବା ବଳିଆଙ୍କ ସାମ୍ବାଦିକ ସମ୍ମିଳନୀ
ରାୟଗଡା(ସରୋଜ କୁମାର ସାହୁ) – ଦୁଇ ଦିନିଆ ରାୟଗଡା ଗସ୍ତରେ ଆସି ଲାୟନ୍ସ କ୍ଲବ ଠାରେ ହରିକଥାମୃତ ଉପରେ ପ୍ରବଚନ ଦେଇଛନ୍ତି ବାବା ବଳିଆ । ଏହି ପ୍ରବଚନ ଅନନ୍ତ ବଳିଆ ସେବାସଂଘ, ରାୟଗଡା ତରଫରୁ ଆୟୋଜନ କରାଯାଇଥିଲା । ପ୍ରବଚନ ରାୟଗଡା ସହରର ବହୁ ବୁଦ୍ଧିଜୀବି, ମାନ୍ୟଗଣ୍ୟ ବ୍ୟକ୍ତି, ବାବା…