ସ୍ୱାଧିନତା ର ୭୫ ବର୍ଷ ପରେ ନିଜ ପଞ୍ଚାୟତ ରେ ବ୍ୟାଙ୍କିଙ୍ଗ ସୁବିଧା ପାଇଲେ କୁଦଗୁଣ୍ଡେରପୁର ବାସିନ୍ଦା
https://youtu.be/1JNS65T9ZIo
ସମ୍ବଲପୁର/ ରମାକାନ୍ତ ବିଶ୍ବାଳ : ଦେଶ ସ୍ୱାଧିନତା ପାଇବାର ୭୫ ବର୍ଷ ପରେ ନିଜ ଅଞ୍ଚଳରେ ସିଧାସଳଖ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ର ସୁବିଧା ପାଇଁଲେ ସମ୍ବଲପୁର ଜିଲ୍ଲାର କୁଦଗୁଣ୍ଡେରପୁର ବାସିନ୍ଦା । ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରଚେଷ୍ଟାରେ କୁଦଗୁଣ୍ଡେରପୁର…