ଶିଶୁ ଅଧିକାର ସୁରକ୍ଷା ପାଇଁ ବିଧାୟକମାନଙ୍କୁ “ଚାର୍ଟର ଅଫ୍ ଡିମାଣ୍ଡସ୍” ଉପସ୍ଥାପନ
ଶିଶୁ ସମସ୍ୟା ସମାଧାନ ପାଇଁ ବାଚସ୍ପତିଙ୍କ ପ୍ରତିଶ୍ରୃତି
ଭୁବନେଶ୍ୱର,(ଶାସକ ପ୍ରଶାସକ) :ଓଡ଼ିଶାର ଶିଶୁ ଅଧିକାର ସୁରକ୍ଷା ସହ ସେମାନଙ୍କର ଜୀବନ ଧାରଣର ମାନରେ ସାମଗ୍ରୀକ ଉନ୍ନତି ଆଣିବା ପାଇଁ ଆଜି ୟୁନିସେଫ ମାଧ୍ୟମରେ ଶିଶୁ ପ୍ରତିନିଧି ମଣ୍ଡଳୀ ଓଡ଼ିଶା ବିଧାନସଭା ସଦସ୍ୟ ମାନଙ୍କୁ ଏକ…