ସମ୍ବଲପୁରରେ ମୁଖ୍ୟ ବିଚାରପତି ଏସ ମୁରଲୀଧର। ଉଦଘାଟନ କଲେ ଆଡଭୋକେଟମାନଙ୍କ ପାଇଁ ଇ ସର୍ଭିସ
ସମ୍ବଲପୁର /ରମାକାନ୍ତ ବିଶ୍ବାଳ :ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ ଜଷ୍ଟିସ ଏସ ମୁରଲୀଧରଙ୍କ ସମ୍ବଲପୁର ଗସ୍ତରେ ଆସି ସମ୍ବଲପୁର କୋର୍ଟ ପରିସରରେ ଅନୁଷ୍ଠିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି | Live Hand- on training Programme on e- service for Advocate…