ନବୀନ ପଟ୍ଟନାୟକ ଙ୍କୁ “ଭାରତ ରତ୍ନ” ଉପାଧି ପ୍ରଦାନ ଦାବୀରେ ମାନେଶ୍ବର ରେ ଦସ୍ତଖତ ଅଭିଯାନ ଓ଼…

ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭାରତର ସର୍ବଶ୍ରେଷ୍ଠ ଉପାଧି "ଭାରତ ରତ୍ନ" ପ୍ରଦାନ ପାଇଁ "ସ୍କାନ" ପକ୍ଷରୁ ରାଜ୍ୟ ସ୍ତରୀୟ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ଏହି ମର୍ମରେ ସୋସିଆଲ ଏଣ୍ଡ କଚରାଲ ଏଡ଼ଭାନ୍ସ ନେଟୱର୍କ (ସ୍କାନ ) ପକ୍ଷରୁ…

କେନ୍ଦ୍ର ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ନିଯୁକ୍ତିରେ ଓବିସି ଓ ଆର୍ଥିକ ଅନଗ୍ରସରଙ୍କୁ…

ସର୍ବଭାରତୀୟ ଓବିସି ଛାତ୍ର ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ/ଭୁବନେଶ୍ୱର– କେନ୍ଦ୍ର ଅଧୀନସ୍ଥ ଶିକ୍ଷାନୁଷ୍ଠାନ ରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ସଂଖ୍ୟା ଖୁବ ଶୀଘ୍ର ପୂରଣ ହେବ ଏବଂ ଏହି ପଦବୀ ନିଯୁକ୍ତିରେ ଅନ୍ୟାନ୍ୟ ପଛୁଆ ବର୍ଗ ଓବିସି ଓ ଆର୍ଥିକ…

ରାଜ୍ୟ ମରୁଡି ସମସ୍ୟା ପାଇଁ ସରକାର ତୁରନ୍ତ ଟାସ୍କ ଫୋର୍ସ ଗଠନ କରନ୍ତୁ : ସମୀର ମହାନ୍ତି

ଭୁବନେଶ୍ୱର: ଚଳିତ ବର୍ଷ ମୈାସୁମୀ ବର୍ଷା ଅଭାବ କାରଣରୁ ରାଜ୍ୟର ଅଧିକାଂଶ ଜିଲ୍ଲା ଆଜି ପାୟତଃ ମରୁଡି ଆସନ୍ନ । ବାସ୍ତବସ୍ଥିତିକୁ ଭଲ ଭାବେ ଆକଳନ କଲେ ରାଜ୍ୟରେ ଭୟଙ୍କର ମରୁଡି ସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଚାଷୀକୁଳ ବର୍ତମାନଠାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହି ଚିନ୍ତାଜନକ…

ଏଚପି ଗ୍ୟାସ-ଇଣ୍ଡେନ ଗ୍ୟାସ ଦୋକାନୀଙ୍କ ଖଣ୍ଡଯୁଦ୍ଧ : ୩ ଗୁରୁତର

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଏନଏସି ହଲଛକ ଠାରେ ଆଜି ଅପରାହ୍ନ ୨ ସମୟରେ ୨ ଗ୍ୟାସ ଯୋଗାଣକାରୀ ଦୋକାନୀଙ୍କ ମଧ୍ୟରେ ହଣାକଟା ହୋଇ ୩ ଜଣ ଗୁରୁତର ହୋଇଛନ୍ତି ।  ଗୁରୁତର ମାନେ ହେଲେ ସଚ୍ଚିକାନ୍ତ ସାହୁ(୨୮) ଏବଂ ଅନ୍ୟ ଗୋଟିଏ ପକ୍ଷ ହେଲେ ରମେଶ ସାହୁ(୩୫) ଓ ସୁରେଶ ସାହୁ (୩୦) ।…

ଦୋକାନ ର ତାଲା ଭାଙ୍ଗି ଚୋରି କରିଲେ।

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଚଣ୍ଡୀଭଟା ପଞ୍ଚାୟତ ଚଣ୍ଡୀଭଟା ଗ୍ରାମ ରେ ଏକ ଗ୍ରୋସେରି ଦୋକାନ ର ଗତ କାଲି ରାତି ରେ ତାଲା ଭାଙ୍ଗି ଭିତର କୁ ପଶି କେତେକ ସାମଗ୍ରୀ ଚୋରି କରିନେଇ ପଳାଇ ଯାଇଥିଲେ।ଏ ସମ୍ପର୍କରେ ଦୋକାନ ମାଲିକ ଆଜି ୨୩/୮ ଦିନ ସୁଶାନ୍ତ…

ସ୍କୁଲ ରୂପାନ୍ତରଣ : ଦ୍ବିତୀୟ ପର୍ଯ୍ୟାୟରେ ଆଜି ହିଞ୍ଜିଳିର ଆଉ ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଆମ ଓଡିଶାର ପିଲାମାନେ କାହା ଠାରୁ କମ୍ ନୁହନ୍ତି, ସୁଯୋଗ ଦେଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ ହକିରେ ଅଲମ୍ପିକ ମେଡାଲ ଏହାର ପ୍ରକୃଷ୍ଟ ଉଦାହରଣ- ମୁଖ୍ୟମନ୍ତ୍ରୀ ସ୍କୁଲ ରୂପାନ୍ତରୀକରଣ ଆମର ଆତ୍ମବିଶ୍ବାସ ବୃଦ୍ଧି କରିଛି : ଛାତ୍ରଛାତ୍ରୀ ଭୁବନେଶ୍ୱର(ଶାସକ ପ୍ରଶାସକ)…

କୋଭିଡ୍ ମହାମାରୀରେ ଉକ୍ରୃଷ୍ଟ ସେବା ନିମନ୍ତେ ସମ୍ ଅଲ୍ଟିମେଟ୍ ମେଡିକେୟାର ସମ୍ମାନିତ

ଭୁବନେଶ୍ୱର : କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ (ସିଆଇଆଇ) ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ “ଆଇସିଟି ଆୱାର୍ଡ: ଫୋକସ୍ କୋଭିଡ୍-୧୯” କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ୍ ମେଡିକେୟାର, ମଲ୍ଟି ସ୍ପେଶିଆଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସେବା କ୍ଷେତ୍ରରେ ଦ୍ୱିତୀୟ…

ବିଇଓ ଙ୍କର ଗାଡ଼ିରେ ଦୁର୍ଘଟଣା ଗ୍ରସ୍ତ ବୃଦ୍ଧ ଙ୍କର ଅବସ୍ଥା ଗମ୍ଭୀର !

ବର୍ତ୍ତମାନ ସୁଦ୍ଧା କୋଣସି ମାମଲା ହୋଇନି, ସ୍ୱଳ୍ପ କିଛି ଟଙ୍କା ଦେଇ ମାମଲା ଚପେଇ ଦେବାକୁ ଉଦ୍ୟମ ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଶିକ୍ଷା ଅଧିକାର ଶ୍ରୀ ଚୁଡାମଣି ବାରିକ ଗତ ଶନିବାର ଦିନ ପାଇକମାଲ ହାଇ ସ୍କୁଲରୁ ନିଜର କାର ଧରି ବାହାରୁ ଥିବା ସମୟରେ ଗୋଟିକ ବାଇକ ଚାଳକ ସହିତ…

ସ୍ଥାନୀୟ ଅର୍ଥନୀତିର ଅଭିବୃଦ୍ଧିରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରମୁଖ ଭୂମିକା

ଗ୍ରାମ ପଞ୍ଚାୟତରେ ନିୟୋଜିତ ହେଲେ ବିଜିନେଟ୍ କରେସ୍ପଣ୍ଡେଣ୍ଟ ଏଜେଣ୍ଟ (ବ୍ୟାଙ୍କ ସଖୀ) ବର୍ତ୍ତମାନ ସୁଦ୍ଧା ୧୨୫୨ ମିଶନ ଶକ୍ତି "ବ୍ୟାଙ୍କ ସଖୀ'ଙ୍କ ଦ୍ୱାରା ୨୩୦ କୋଟି ଟଙ୍କାର ଅର୍ଥ କାରବାର ଭୁବନେଶ୍ୱର(ଶାସକ ପ୍ରଶାସକ) : କଟକ ଜିଲ୍ଲା ନରସିଂହପୁର ବ୍ଲକ୍ର କାଠଖୁଣ୍ଟା ଗାଁର…

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡିଶାର କୃଷକ କ୍ଷତିଗ୍ରସ୍ତ

କୃଷକଙ୍କ ଦାବି ପୂରଣ ପର୍ଯ୍ୟନ୍ତ ବିଜେଡି ଲଢେଇ ଜାରି ରଖିବ ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‍ଏଫ୍‍ବିୱାଇ) ଦାବି ସମାଧାନ ନହେବା କାରଣରୁ ଓଡିଶାର ଲକ୍ଷ ଲକ୍ଷ କୃଷକ ଯନ୍ତ୍ରଣା ଭୋଗୁଛନ୍ତି । ପିଏମ୍‍ଏଫ୍‍ବିୱାଇ ଅଧୀନରେ ବୀମା କମ୍ପାନୀଗୁଡିକ ଦ୍ୱାରା ୧୦୦୦ କୋଟିରୁ…