ଠିକାଦାରଙ୍କ ମନମୁଖୀ କାର୍ଯ୍ୟ- ଲୋକେ ହସ୍ତତନ୍ତ
ପଦ୍ମପୁର- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଠିକାଦରମାନଙ୍କ ମନୋମୁଖୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଦ୍ମପୁର ଏନଏସି ଅଧୀନରେ କୋଟି କୋଟି ଟଙ୍କା ମୂଲ୍ୟର ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି । କିନ୍ତୁ ଏହି କାମ ଗୁଡିକର ତଦାରଖ କରିବା ପାଇଁ ଏନଏସିରେ ସତେ…