କିଟ୍ ଓ କିସ୍ ପକ୍ଷରୁ ଅଲିମ୍ପିଆନ୍ଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା
ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ
ଭୁବନେଶ୍ୱର,: କିଟ୍ ଓ କିସ୍ ପକ୍ଷରୁ ଏହାର ୩ ଛାତ୍ରଛାତ୍ରୀ ତଥା ଅଲିମ୍ପିଆନ୍ଙ୍କୁ ଶନିବାର କିଟ୍ ପରିସରରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ନିକଟରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ସେମାନେ ଦେଶ ତଥା ରାଜ୍ୟକୁ…