ପଦ୍ମପୁର ବ୍ଲକ କଂଗ୍ରେସ ପକ୍ଷରୁ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ବୈଠକ ଅନୁଷ୍ଠିତ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ବ୍ଲକ କଂଗ୍ରେସ ପକ୍ଷରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚମ୍ପକେଶ୍ବର ପୁରୋହିତ ଙ୍କ ଆହ୍ୱାନ କ୍ରମେ ଆଜି ଜିଲ୍ଲା ପରିଷଦ ଜୋନ ସ୍ତରୀୟ ବୈଠକ ଜମରତଲା ଗ୍ରାମ ପଞ୍ଚାୟତ କଣ୍ଠେଶ୍ବରପୁର ମନ୍ଦିର ଠାରେ ଅନୁଷ୍ଠିତ କରାଯାଇଛି। ଆଗାମୀ ସାଧାରଣ ପଞ୍ଚାୟତ ନିର୍ବାଚନ ରେ…

ଆଜାଦୀ କା ଅମୃତ ମହୋତ୍ସବ ପାଳିତ l

"ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ବହୁତ କିଛି କରିବାର ଅଛି" - ପଦ୍ମଶ୍ରୀ ଶାନ୍ତି ଦେବୀ ରାୟଗଡାରୁ ସରୋଜ କୁମାର ସାହୁ: ସ୍ବାଧୀନତାର ୭୫ ବର୍ଷ ଅବସରରେ ଆଜାଦୀ କା ଅମୃତ ସପ୍ତାହ ମହୋତ୍ସବ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀ ସରୋଜ…

ଘୁ.ଉଦୟଗିରିରେ ମୁଖ୍ୟ ଶାସନ ସଚିବ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗସ୍ତର ଦ୍ବିତୀୟ ଦିନରେ ରବିବାର ଦିନ ଘୁ.ଉଦୟଗିରିକୁ ସକାଳ ପ୍ରାୟ ୧୦ ଘ.୧୫ମି ସମୟରେ ପହଞ୍ଚିଥିଲେ I ପ୍ରଥମେ ଜି.ଉଦୟଗିରି ସ୍ଥିତ ସମନ୍ନିତରେ ଥିବା ହଳଦୀ ଗୁଣ୍ଡ ପ୍ରୋସେସିଂ…

ଆକାଂକ୍ଷୀ ଜିଲ୍ଲା ଗୁଡିକର ଶିକ୍ଷା ଆକାଂକ୍ଷାକୁ ପୂରଣ କରୁଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ – ଧର୍ମେନ୍ଦ୍ର…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୧୩ତମ ପ୍ରତିଷ୍ଠା ଦିବସ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ ଭୁବନେଶ୍ୱର – କୋରାପୁଟ ଭଳି ଆକାଂକ୍ଷୀ ଜିଲ୍ଲାରେ ପ୍ରତିଷ୍ଠିତ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କେବିକେ ଅଂଚଳ ତଥା ଆକାଂକ୍ଷୀ ଜିଲ୍ଲା ଭାବରେ ପରିଗଣିତ କଳାହାଣ୍ଡି, ବଲାଙ୍ଗିର ଏବଂ…

ଏସସିବିରେ ଏକମୋ ଚିକିତ୍ସା ପାଇଲେ ପ୍ରଥମ ରୋଗୀ

file photo ଭୁବନେଶ୍ୱର : ଏସସିବିରେ ଏକମୋ ଚିକିତ୍ସା ପାଇଲେ ପ୍ରଥମ ରୋଗୀ | କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବଡଖିରାର ଅନ୍ନପୂର୍ଣ୍ଣା ନାୟକ(୫୮) ଅନ୍ନପୂର୍ଣ୍ଣା ନାୟକ ପ୍ରଥମ ରୋଗୀ ଭାବେ ଏସସିବିରେ ଏକମୋ ଚିକିତ୍ସା ସୁବିଧା ପାଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ବ୍ୟୟବହୁଳ…

ଉତ୍ତର ଭୁବନେଶ୍ଵରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଓ ମିଶ୍ରଣ ପର୍ବ

ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ଶତାଧିକ କର୍ମୀ ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ଓଡିଶା ମୋ ପରିବାର ତରଫରୁ ଭୁବନେଶ୍ୱର ୱାର୍ଡ ନମ୍ବର-୮ ଚନ୍ଦ୍ରଶେଖରପୁର ସାଇ ଜ୍ୟୋତି କନଭେନସନରେ ପୂର୍ବତନ କର୍ପୋରେଟର ମୋନାଲିସା  ସାହୁ  ଓ ଜିଲ୍ଲା ବିଜେଡ଼ି…

ମିଶନ ଶକ୍ତି ଗୃହ: ଗୋଟିଏ ଛାତତଳେ ମହିଳା ଏସଏଚଜିଙ୍କ ସାମୂହିକ କାର୍ଯ୍ୟକ୍ରମ

ଏ ଯାବତ୍ ୬୭୫୮ ଗୃହ ନିର୍ମାଣ ନିମନ୍ତେ ୩୧୭ କୋଟି ଟଙ୍କା ମଂଜୁର ଭୁବନେଶ୍ୱର: ନିଆଳି ଗ୍ରାମପଞ୍ଚାୟତ ସଦର ମହକୁମା ମିଶନ ଶକ୍ତି ଗୃହରେ ସିଲେଇ ମେସିନ୍ ଚାଲିବାର ଶବ୍ଦ ତୃଣମୂଳ ସ୍ତରରେ ଗୋଟିଏ ଛାତ ତଳେ ମହିଳା କୈନ୍ଦ୍ରିକ ଉଦ୍ୟୋଗୀ ସୃଷ୍ଟିର ସଂକେତ ବହନ କରୁଛିା ମହିଳା ସ୍ୱୟଂ ସହାୟକ…

ବିଶ୍ବ କ୍ରିଡା ଦିବସ ଅବସରରେ ପଦ୍ମପୁରରେ ସାଇକେଲ ରାଲି ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)- ଆଜି ବିଶ୍ବ କ୍ରିଡା ଦିବସ । ପଦ୍ମପୁର ମାରଓ୍ବାଡି ଯୁବମଂଚ ତରଫରୁ ପଦ୍ମପୁର ସହରରେ ବିଶ୍ବ କ୍ରିଡା ଦିବସ ପାଳନ କରାଯାଇଛି । କ୍ରିଡାପ୍ରେମୀ ତଥା କ୍ରିଡାବିତ ମାନଙ୍କୁ ଉତ୍ସାହିତ ଓ କ୍ରିଡା କ୍ଷେତ୍ରରେ ଆଗ୍ରହୀ ହେବା ପାଇଁ ଯୁବଗୋଷ୍ଠୀଙ୍କୁ ମାନଙ୍କୁ ନେଇ ଏକ ସାଇକେଲ…

କପିଳ ଶର୍ମା ସୋ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତୀୟ ହକି ଦଳର ଅଲିମ୍ପିକରେ ଚମତ୍କାର ପ୍ରଦର୍ଶନ ଦେଶବାସୀଙ୍କୁ ଖୁସି କରାଇଥିବା ବେଳେ ଭାରତୀୟ ପୁରୁଷ ହକି ଟିମ ପଦକ ବିଜୟୀ ହୋଇ ସରାଦେଶକୁ ଗର୍ବିତ କରିଛି । ସେମାନଙ୍କ ସଫଳତା ପାଇଁ ଖେଳାଳିମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋଚିତ ସହଯୋଗକୁ ପ୍ରମୁଖ…

ନବୀନ ସରକାରଙ୍କ ନୀତି-ଆଦର୍ଶ ଓ ଯୋଜନା କାର୍ଯ୍ୟ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଆହ୍ବାନ

୩ ବ୍ଲକକୁ ନେଇ ବିଜେଡିର କାର୍ଯ୍ୟକର୍ତ୍ତା ସମ୍ମିଳନୀ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରିପଦା ଗ୍ରାମ ସ୍ଥିତ ପୂର୍ତ୍ତ ବିଭାଗ ଡାକ-ବଙ୍ଗଳା ପରିସରରେ ବିଜେଡି ଦଳ ପକ୍ଷରୁ ଗଜପତି ଜିଲ୍ଲା ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ…