କର୍ତ୍ତବ୍ୟ କ୍ଷୁଧା ସଫଳ ପେଶାଦାର ସୃଷ୍ଟି କରେ : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଭୁବନେଶ୍ୱର(ଶାସକ ପ୍ରଶାସକ) : କର୍ତ୍ତବ୍ୟ ପ୍ରତି କ୍ଷୁଧା ଜାଗ୍ରତ ହେଲେ ଜଣେ କର୍ମଚାରୀ ତା'ର ପେଶାରେ ସଫଳ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ…