ମୁକ୍ତା ଯୋଜନା ରେ ପଦ୍ମପୁର ସହରର ରୁପାନ୍ତରୀକରଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ
ପଦ୍ମପୁର (ଶାସକପ୍ରଶାସକ)- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ସହରର ଉନ୍ନତି କରଣ ସକାଶେ ୫ଟି ଅନ୍ତର୍ଗତ ମୁକ୍ତା ଯୋଜନା ମାଧ୍ୟମରେ ସହରର ରୁପାନ୍ତରିକରଣ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସଭାଗୃହ ରେ ଏକ ସଭା ଅନୁଷ୍ଠିତ ହେବାସହ ପଦ୍ମପୁର ସହରର ୪୩ ଟି ସ୍ବୟଂ ସହାୟକ…