ମୁକ୍ତା ଯୋଜନା ରେ ପଦ୍ମପୁର ସହରର ରୁପାନ୍ତରୀକରଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ

0

ପଦ୍ମପୁର (ଶାସକପ୍ରଶାସକ)- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ସହରର ଉନ୍ନତି କରଣ ସକାଶେ ୫ଟି ଅନ୍ତର୍ଗତ ମୁକ୍ତା ଯୋଜନା ମାଧ୍ୟମରେ ସହରର ରୁପାନ୍ତରିକରଣ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସଭାଗୃହ ରେ ଏକ ସଭା ଅନୁଷ୍ଠିତ ହେବାସହ ପଦ୍ମପୁର ସହରର ୪୩ ଟି ସ୍ବୟଂ ସହାୟକ ଗୋଷ୍ଠୀ କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟାଦେଶ ବଣ୍ଟନ ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ, ଗୋଷ୍ଠୀ ସଂଯୋଜିକା ଚିତ୍ରୋତ୍ପୋଳା ମେହେର ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.