ଜନଶିକ୍ଷଣ ସସ୍ଥାନର ପୁରାତନ ପ୍ରଶିକ୍ଷାର୍ଥୀ ସମାରୋହ ଅନୁଷ୍ଠିତ
ଜଗତସିଂହପୁର (ସୁମନ୍ତ ଦାସ) : ଜନ ଶିକ୍ଷଣ ସସ୍ଥାନ ଜଗତସିଂହପୁର ଦ୍ଵାରା ପୁରାତନ ପ୍ରଶିକ୍ଷାର୍ଥୀ ସମାରୋହ ଜନ ଶିକ୍ଷଣ ସସ୍ଥାନ ପରିସରରେ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସଂସ୍ଥାନ ତରଫୁର ବିଭିନ୍ନ ଧନ୍ଦାମୂଳ ତାଲିମର ପୁରାତନ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀ…