ହଙ୍ଗାମା ତରଫରୁ ‘ହଙ୍ଗାମା ହାଏ ଲାଇଫ’ ଲାଇଫ ଷ୍ଟାଇଲ ପ୍ରଡକ୍ଟସ୍

ଭୁବନେଶ୍ୱର: ହଙ୍ଗାମା ଲାଇଫ୍ ପକ୍ଷରୁ ଗ୍ରାହକମାନଙ୍କ ନିମନ୍ତେ ବ୍ଲୁଟୁଥ୍, ହେଡଫୋନ, ଟ୍ରୁଲି ୱାୟାରଲେସ୍, ନେକ୍ବ୍ୟାଣ୍ଡସ୍ ଏବଂ ବ୍ଲୁଟୁଥ୍ ସ୍ପିକର ଭଳି ସମସ୍ତ କଂଜୟୁମର ଟେକନୋଲୋଜି ପ୍ରଡକ୍ଟସ ମାନ ପ୍ରସ୍ତୁତ ହୋଇଛି । ଏହା ଅନ୍ଲାଇନ୍ କମର୍ସିଆଲ ସାଇଟ୍ ଆମାଜନ ଇଣ୍ଡିଆ ଏବଂ ଫ୍ଲିପକାର୍ଟରେ…

ବିଜେଡିରେ ମିଶିଲେ ଧର୍ମଶାଳାର ବିଜେପି ବିଧାୟକ ପ୍ରାର୍ଥୀ ରମେଶ ପରିଡା

ଶତାଧିକ ବିଜେପି ନେତା ଓ କର୍ମକର୍ତା ବିଜେଡିରେ ସାମିଲ । ଭୁବନେଶ୍ୱର :- ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ଯାଜପୁର ଜିଲ୍ଲା ଧର୍ମଶାଳାର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ…

ଆଖିରେ ଲୁହ ଦେଇ ଚାଲିଗଲେ ଅରିନ୍ଦମ

ଭୁବନେଶ୍ୱର : ଓଡିଶା ସାମ୍ବାଦିକତା ଜଗତର ଜଣାଶୁଣା କର୍ମଠ ତଥା ଦୁଃସାହସୀ ଯୁବ ସାମ୍ବାଦିକ ଓଟିଭିର ମୁଖ୍ୟ ରିପୋର୍ଟର ଅରିନ୍ଦମ ଦାସ ଆଉ ନାହାନ୍ତି | ଦନ୍ତାହାତୀର ଉଦ୍ଧାର କାର୍ଯ୍ୟର ଲାଇଭ୍ ରିପୋର୍ଟିଂ କରିବାକୁ ଓଡ୍ରାଫ୍ ବୋଟ୍ ରେ ମହାନଦୀକୁ ଯାଇ ଦେଖାଇଥିବା ଦୁଃସାହାସୀକତା ଅରିନ୍ଦମ…

ବିଭିନ୍ନ ସମସ୍ୟା ନେଇ ବିଜେପି ପକ୍ଷରୁ ବକ୍ସମା ପଞ୍ଚାୟତ ଅଫିସ ଘେରାଉ

କୁଚିଣ୍ଡା - ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ବିଜେପି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହେଉଥିବା, ଜଙ୍ଗଲ ଜମି ପଟ୍ଟା, ଭୂମିହୀନଙ୍କୁ ଜମି ଓ ଗରିବ ହିତାଧିକାରୀମାନଙ୍କୁ ଅଣଦେଖା କରାଯାଉଥିବା ଆଦି ବିଭିନ୍ନ…

ଲାଲ ବାହାଦୁର ଶାସ୍ତ୍ରୀ ଉ.ପ୍ରା ବିଦ୍ୟାଳୟ ରେ ପୋଷଣ କାର୍ଯ୍ୟକ୍ରମ

ପଦ୍ମପୁର(ଶାସକପ୍ରଶାସକ)-କଥା ପଦୁଏ ସବୁବେଳେ ମନେ ପଡେ ସ୍ୱାସ୍ଥ୍ୟ ହିଁ ସମ୍ପଦ lବର୍ତ୍ତମାନ ର କୋଭିଡ-୧୯ ସମୟରେ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଓ ଶିକ୍ଷା ପ୍ରତି ବିଶେଷ ଗୁରୁତ୍ବ ଦେଇ ପଦ୍ମପୁର ଲାଲ ବାହାଦୁର ଶାସ୍ତ୍ରୀ ଉ.ପ୍ରା ବିଦ୍ୟାଳୟ ଠାରେ "ପୋଷଣ ମାସ"କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରାହ୍ମଣୀରେ ହାତୀ ଆକ୍ରମଣରେ ମହିଳା ମୃତ।

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ରେଢାଖୋଲ ରେଞ୍ଜ, ନାକଟିଦେଉଳ ବ୍ଲକ, ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଲେ…

ଶଶୁର ଘରେ ଜ୍ୱାଇଁକୁ ଛୁରାମାଡ ,ଜ୍ୱାଇଁ ଗୁରୁତର

ରେଢ଼ାଖୋଲ : ବିବାହିତ ଶାଳୀର ପାରିବାରିକ ସମସ୍ୟାର ସମାଧାନ ପାଇଁ ଶ୍ୱଶୁର ଘରକୁ ଆସିଥିବା ଜ୍ୱାଇଁ ଛୁରାମାଡରେ ଗୁରୁତର ହୋଇଛନ୍ତି । ବିଳମ୍ବିତ ରାତିରେ ଘରୁ ଟାଣି ନେଇ ତାଙ୍କୁ ଦୁର୍ବୃତ୍ତମାନେ ଛୁରାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା…

ବିଜେଡିରେ ଯୋଗ ଦେଲେ ଝାଡେଶ୍ୱର୍ ପୁର ପଞ୍ଚାୟତ ରୁ ୧୫ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ

ଭୁବନେଶ୍ୱର ( ଶାସକ ପ୍ରଶାସକ) : ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱର୍ ପୁର ପଞ୍ଚାୟତ ରୁ ୧୫ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିକାଶ କାର୍ଯ୍ୟ ଓ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ଦୃଢ ନେତୃତ୍ୱ ରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି | ବିଜେପି…

ଖବର ବାଜିଲା ସହଯୋଗର ହାତ ବଢାଇଲେ ଯୁବନେତା ଭୋଜରାଜ ।

ରେଣୁଙ୍କ ପାଠ ପଢାରେ ଅର୍ଥ ଆଉ ବାଧକ ସାଜିବନି । ପଦ୍ମପୁର(ଶାସକପ୍ରଶାସକ)- ଇଛା ଥିଲେ ରାସ୍ତା ଆପେଆପେ ମିଲିଯାଏ । ଏହି ଉକ୍ତିଟିର ସତ୍ୟ ପ୍ରମାଣିତ ହୋଇଛି । ପାଠ ପଢ଼ା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଛାତ୍ରୀ ରେଣୁ ସୁନା…

ସରକାରୀ ଅର୍ଥ ବାଟମାରଣା : ଠିକାଦାର ଯନ୍ତ୍ରୀ ମାଲେମାଲ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳବାସୀଙ୍କ ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି I ଏହି ଯୋଜନାର କାର୍ଯ୍ୟକାରିତା ପାଇଁ କୋଟି କୋଟି ଟଙ୍କା ମଧ୍ୟ ଦେଉଛନ୍ତି I ହେଲେ ଏହି ଅନୁଦାନକୁ ଦିବଲୋକରେ କିଛି ଵିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକାଦାର ବାଟମାରଣା କରୁଥିବା ଘଟଣା ପଦାକୁ…