ସାମ୍ବାଦିକ ଏବଂ ପୋଲିସ ମିଳିତ ଭାବେ କୋରୋନା, ଓମିକ୍ରନର ସଚେତନତା କାର୍ଯ୍ୟକ୍ରମ ।
କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ କୁମ୍ଭାରଗୁଡ଼ା ଛକ ଠାରେ ସ୍ଥାନୀୟ ପୋଲିସ ଏବଂ ପ୍ରେସ କ୍ଳବ୍ କଲ୍ୟାଣସିଂହପୁର ସାମ୍ବାଦିକ ସଂଘ ସଦସ୍ୟଙ୍କ ପକ୍ଷରୁ ମିଳିତ ଭାବେ କୋରୋନା ସମନ୍ଧରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ସାରା ବିଶ୍ୱରେ କୋଭିଡ୍…