ଜି.ଆଇ.ଇ.ଟି ବିଶ୍ୱବିଦ୍ୟାଳୟରେ ଇ.ସି.ଇ ବିଭାଗର ଦୁଇଦିନିଆ କର୍ମଶାଳା ଉଦଘାଟିତ

ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ-ସ୍ଥାନୀୟ ଜି .ଆଇ. ଇ. ଟି ବିଶ୍ୱବିଦ୍ୟାଳୟ ଗୁଣୁପୁରର ଇଲୋକୋଟ୍ରୋନିକ୍ସ ଏଣ୍ଡ କମ୍ୟୁନିକେସନ ଇଂଜିନିରଂ ବିଭାଗ ପକ୍ଷରୁ ଫୁଲ କଷ୍ଟମ ଡିଜିଇନ ଫ୍ଲୋ ଏଣ୍ଡ ସେମି କଷ୍ଟମ ଡିଜାଇନ ଫ୍ଲୋ ସମ୍ପର୍କୟ ଦୁଇ ଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ…

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି

ରାମଦାସପୁରରେ ଆଇଟି ପୁଞ୍ଜିନିବେଶର ସ୍ଥିତି ପରଖିଲେ ମନ୍ତ୍ରୀ ଭୁବନେଶ୍ୱର(ଶାସକ ପ୍ରଶାସକ) :ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ତମାଣ୍ଡୋସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍ ପରିଦର୍ଶନରେ…

ନରୱେ ବିଶ୍ୱବିଦ୍ୟାଳୟରୁ କ୍ୟାନସର ଗବେଷଣାରେ ପିଏଚଡ଼ି ଲାଭକଲେ ଓଡିଆ ଡାକ୍ତର ସରିତା ଜୋଷୀ

ସମ୍ବଲପୁର (ଶାସକ ପ୍ରଶାସକ) : ଓଡିଆ ଡାକ୍ତରାଣୀ ସରିତା ଜୋଷୀ ନରୱେ ସ୍ଥିତ ଓସ୍ ଲୋ ବିଶ୍ୱବିଦ୍ୟାଳୟ ରୁ କ୍ୟାନସର ରୋଗ ଉପରେ ଉଚ୍ଚତର ଗବେଷଣା ପାଇଁ ପିଏଚଡ଼ି ଡିଗ୍ରୀ ହାସଲ କରିଛନ୍ତି। ଗତ ସେପ୍ଟେମ୍ବର ୨୩ ତାରିଖ ଦିନ ବିଶ୍ୱବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ତାଙ୍କୁ ଏହି…

ଚାରପାଲି ପଞ୍ଚାୟତ ରେ କୋଭିଡ ଟୀକା କରଣ କ୍ୟାମ୍ପ ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ଦାବି।

ପଦ୍ମପୁର(ଶାସକପ୍ରଶାସକ)-ଆଜି ପଦ୍ମପୁର ଭାରତୀୟ ଜନତା ପାର୍ଟି ର ଏକ ପ୍ରତିନିଧିଦଳ କୋଭିଡ ଟୀକା କରଣ ସୁବିଧା ପାଇଁ ଚାରପାଳି ପଞ୍ଚାୟତ ରେ ଏକ କ୍ୟାମ୍ପ ତଥା ଜନ ସଚେତନତା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ। ପଦ୍ମପୁର ଉପଖଣ୍ଡ ର ବହୁ…

ଅବହେଳିତ “ଜଲତାର” ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ ହେବ କେବେ ?

ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ :ଆଜି ବିଶ୍ଵବ୍ୟାପୀ ପାଳିତ ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ | ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ପ୍ରଚାର ପ୍ରସାର ସହ ଅନେକ ପର୍ଯ୍ୟଟନ ସ୍ଥଳୀକୁ ଲୋକଲୋଚନକୁ ଆଣିବା ପାଇଁ ନିରନ୍ତର ପ୍ରକ୍ରିୟା ଜାରି ରହିଥିବା ଲୋକମାନଙ୍କୁ ପର୍ଯ୍ୟଟନ ସ୍ଥଳୀ ଓ ପର୍ଯ୍ୟଟନର ଗୁରୁତ୍ୱ…

ସ୍କୁଲ ରୂପାନ୍ତରୀକରଣ: ଓମ୍ବାଡିସି ପାଣ୍ଠିରୁ ୫୩୩ କୋଟି ୪୦ ଲକ୍ଷ ଟଙ୍କାର ପ୍ରକଳ୍ପ ମଂଜୁରୀ

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ, ଓମ୍ବାଡିସିର ମୁଖ୍ୟ ନିର୍ବାହୀ ଅଧ#କାରୀ ଉମାନାନ୍ଦୁରୀ ଏବଂ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଲେ ସିଧୁ

ଚଣ୍ଡିଗଡ :  ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଲେ ନବଜ୍ୟୋତ ସିଂ ସିଧୁ | ସେ ଆଜି ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଦେଇଛନ୍ତି |ପଦବୀରୁ ଇସ୍ତଫା ଦେଇଥିଲେ ବି ସେ ଦଳପାଇଁ କାର୍ଯ୍ୟ ଜାରି ରଖିବେ ବୋଲି ତାଙ୍କ ଇସ୍ତଫା ପତ୍ରରେ…

ବୀମା ଜାଲିଆତି ଅଭିଯୁକ୍ତଙ୍କୁ କାର୍ଯ୍ୟାନୁଷ୍ଠାନ ବଦଳରେ ସୁରକ୍ଷା ଦେଉଛି ଗାଇସିଲାଟ ପୋଲିସ !!

ପଦ୍ମପୁର(ଶାସକପ୍ରଶାସକ)- ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିପୂରଣ ପାଇବା ପାଇଁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଫସଲ ବୀମା କରିଥାନ୍ତି । ହେଲେ ଚଲିତ ବର୍ଷ କିଛି ଅସାଧୁ ବ୍ୟକ୍ତି ଓ ଅସାଧୁ ସିଏସସି ମାନେ ମିଶି ଫସଲ ବୀମା ଟଙ୍କା ହଡ଼ପ କରିବା ପାଇଁ ଅନ୍ୟ ଲୋକଙ୍କ ଜମିରେ ଅନଲାଇନ…

ଭିଜିଲାନ୍ସ ଜାଲରେ ପଡିଛନ୍ତି ଜିଲ୍ଲା କୃଷି ଅଧିକାରୀ

ଭିଜିଲାନ୍ସ ଜାଲରେ ପଡିଛନ୍ତି ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ । ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ କାବୁ କରିଛି ବଲାଙ୍ଗିର ଭିଜିଲାନ୍ସ । ପିଓଏସ ମେସିନ ପାଇଁ ପଣ୍ଡକିଟାଲର ଦର୍ଯ୍ୟୋଧନ ବାରିକଙ୍କ ଠାରୁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସର ପଞ୍ଝାରେ ପଡିଥିବା ସୂଚନା…

ବିରାଟ ବିସ୍ଫୋରଣ, ଚୁରମାର ବଳଙ୍ଗା ଥାନା

ପୁରୀ/ଅନିମେଷ ପଟ୍ଟନାୟକ : ବିସ୍ଫୋରଣରେ ଚୁରମାର ହୋଇଛି ବଳଙ୍ଗା ଥାନା । ବିଳମ୍ବିତ ରାତିରେ ଥାନା ଘଟିଛି ବିସ୍ଫୋରଣ । ବିସ୍ଫୋରଣ ଏତେ ଶକ୍ତିଶାଳି ଥିଲାଯେ, ଥାନାର ଛାତ ଉଡିଯିବା ସହ କାନ୍ଥବାଡ଼ ସବୁ ଭାଙ୍ଗି ମାଟିରେ ମିଶିଯାଇଛି । ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା ହେବ ପ୍ରଚଣ୍ଡ ଶବ୍ଦରେ…