ବଲାଙ୍ଗୀରର ପ୍ରଥମ ସ୍ବାଧୀନତା ସଂଗ୍ରାମୀଙ୍କୁ ଉପେକ୍ଷା
ମାଟିରେ ମିଶିବାକୁ ବସିଲାଣି ଅକୁହା ନାୟକଙ୍କ ବୀରତ୍ବ ଗାଥା
ବଲାଙ୍ଗୀର/ ନିରୋଜ ମିଶ୍ର : ଜିଲ୍ଲାର ପ୍ରଥମ ସ୍ବାଧୀନତା ସଂଗ୍ରାମୀଙ୍କୁ ଉପେକ୍ଷା । ଆଜିବି ତାଙ୍କୁ ଇତିହାସରେ ମିଳିଲାନି ସ୍ଥାନ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବଲାଙ୍ଗୀର ଆଠଗାଁର ଜମିଦାର ସ୍ବର୍ଗତ ଧରମ ସିଂ ମାଝୀ…