“ବ୍ୟାସକବିଙ୍କ ଗଳ୍ପ ଓ ଉପନ୍ୟାସର ପଟାନ୍ତର ନାହିଁ”
ଇସ୍ପାତ ସାହିତ୍ୟ ସଂସଦରେ ଫକୀର ମୋହନ ଜୟନ୍ତୀ ପାଳିତ
ରାଉରକେଲା,(ବସନ୍ତ ଜେନା) :ରାଉରକେଲା ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ସେକ୍ଟର-୭ ଆନୁକୂଲ୍ୟରେ ଫକୀର ମୋହନ ସେନାପତିଙ୍କ ଜୟନ୍ତୀ, ପୁସ୍ତକ ଲୋକାର୍ପଣ, ସଂସଦର ବାର୍ଷିକ କ୍ୟାଲେଣ୍ଡର୍ ଅନାବରଣ, ଆଲୋଚନାଚକ୍ର ଓ…