ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ପାରଳାଖେମୁଣ୍ଡି ଠାରେ ସରକାରଙ୍କ ସମସ୍ତ କୋଭିଡ୍-୧୯ ଗାଇଡ଼୍ ଲାଇନ୍ କୁ ପାଳନ କରି ମହାତ୍ମାଗାନ୍ଧୀ ଜୟନ୍ତୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର…

ହିଲଟପ ମହାବିଦ୍ୟାଳୟରେ କ୍କଷ୍ଟର ସ୍ତରୀୟ କ୍ୟାମ୍ପ ଉଦଘାଟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲଟପ ମହାବିଦ୍ୟା ଳୟରେ କ୍ଲଷ୍ଟର ସ୍ତରୀୟ ଯୁବ ରେଡକ୍ରସ କ୍ୟାମ୍ପ ଉଦଘାଟନ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ…

ସୀମାବର୍ତ୍ତି ଗଙ୍ଗାବାଡ଼ ପଞ୍ଚାୟତରେ ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୀମାବର୍ତ୍ତି ଗଙ୍ଗାବାଡ଼ ପଞ୍ଚାୟତରେ ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ପ୍ରେସ୍ ବିବୃତ୍ତିରେ ଜଣାଯାଇଛି। ଗଙ୍ଗାବାଡ଼ରେ ୧ କୋଟି ୭୧ ଲକ୍ଷ ଟଙ୍କାରେ ଏକ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ…

ଜିଲ୍ଲାପାଳ ସମୀକ୍ଷା କଲେ ୫ଟି ସ୍କୁଲ ନିର୍ମାଣର କାର୍ଯ୍ୟ

ବାରିପଦା/ସାରସକଣା : (ବନବିହାରୀ ମହାପାତ୍ର) : ସାରସକଣା ବ୍ଲକ୍ରେ ଥିବା ୫ଟି ସ୍କୁଲକୁ ପରିଦର୍ଶନ କଲେ ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ । ସୂଚନା ମୁତାବକ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର, ବି.ଡି.ଓ ଏବଂ ବିଭାଗୀୟ ଅଧିକାରୀ ପ୍ରଥମେ ଦକ୍ଷିଣବାଦୀ ଆଦର୍ଶ ଅଙ୍ଗନୱାଡି…

ପଦ୍ମପୁର ଗୋରୁ ବଜାରରେ ଚାଲିଛି ଚାନ୍ଦା ମଗା, ପୋଲିସ ବାବୁଙ୍କ ଭାଗଥିବା ନେଇ ଚର୍ଚ୍ଚା !

ପଦ୍ମପୁର(ଶାସକପ୍ରଶାସକ)- ଚାଷୀମାନେ ଧାନ ପନିପରିବା ବ୍ୟତୀତ ଗାଈ ଛେଲି ମେଣ୍ଢା ଆଦି ପାଳନ କରିଥାନ୍ତି । ଧାନ,ପନିପରିବା ପରି ଗାଈ,ବଳଦ, ଛେଲି,ମେଣ୍ଢା ବିକ୍ରି କରିବା ପାଇଁ ସରକାର ବଜାର ବ୍ୟବସ୍ଥା କରିଛନ୍ତି । ପଦ୍ମପୁର ସହରର ଗୋରୁ ବଜାର ଠାରେ ଚାଷୀମାନେ ଛେଲି ମେଣ୍ଢା କ୍ରୟ ବିକ୍ରୟ…

“ଗାନ୍ଧିଜୀ ଇନ ଓଡ଼ିଶା’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ସ୍ୱାଧୀନତା ଆନ୍ଦୋଳନ ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ କୃତିତ୍ୱ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମମାନ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେଉଛି…

କୁନି କୁନି ପିଲାଙ୍କ ଗହଣରେ ଗାନ୍ଧୀ ଜୟନ୍ତୀ ପାଳିଲେ ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ରାୟଗଡ ଶାଖା

ରାୟଗଡରୁ ସରୋଜ କୁମାର ସାହୁ: ଆଜି ୧୫୨ ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ରାୟଗଡ ଶାଖା ତରଫରୁ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟା ୱେଲଫର ଟ୍ରଷ୍ଟର କାର୍ଯ୍ୟାଳୟ କକ୍ଷରେ ପାଳନ କରାଯାଇଛି । ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଶାଖାର…

ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ

ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ :- ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଜନସାଧାରଣ ହିତ ନିମନ୍ତେ ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ସୃଦୃଢ଼ କରିବା ପାଇଁ ସର୍ବ ପ୍ରଥମେ ମୋ ସରକାର୫ଟି ବିଭାଗ ସ୍ୱାସ୍ଥ୍ୟ ବିଭାଗକୁ ସଂଯୋଗ କରଣ କରିଥିବା ବେଳେ କିଛି ଦିନ ତଳେ ଗରିବ ନିରୀହ ଶ୍ରେଣୀର ଲୋକଙ୍କ ଉତ୍ତମ…

ସାମ୍ବାଦିକ ଶିବଶଙ୍କର ବିଶ୍ବାଲଙ୍କ ପିତାଙ୍କ ବିୟୋଗ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଗନିଆଁପାଲି ନିବାସୀ ଚାଷୀ ତଥା ସାମ୍ବାଦିକ ଶିବଶଙ୍କର ବିଶ୍ବାଲଙ୍କ ପିତା ଆଦିକନ୍ଦ ବିଶ୍ବାଲଙ୍କ ୭୨ ବର୍ଷ ବୟସରେ ଶନିବାର ସକାଳ ସମୟରେ ଗନିଆଁପାଲି ବାସଭବନରେ ମୄତ୍ୟ ଘଟିଛି । ସେ ଜଣେ ଏକାଧାରରେ ଭଲ ଚାଷୀ, ମିଷ୍ଟଭାଷୀ ତଥା…

ବୁଧାପାଲି ଓ ଧୂମାଭଟାରେ ଗାନ୍ଧୀ ଜୟନ୍ତୀ ପାଳିତ ।

ପଦ୍ମପୁର(ଶାସକପ୍ରଶାସକ)- ଜାତିର ପିତା ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ ୧୨୫ ତମ ଜନ୍ମ ବାର୍ଷିକି ଅବସରରେ ରାଜବୋଡାସମ୍ବର ବ୍ଳକ ଭେଉଁରିଆ ପଞ୍ଚାୟତ ବୁଧାପାଲି ସ୍କୁଲ ଠାରେ ସରପଞ୍ଚ ରଜନୀ ସାହୁଙ୍କ ଅଧ୍ୟକ୍ଷତାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବୁଧାପାଲିର ସମସ୍ତ ମହିଳା…