ସମସ୍ତ ନିଲମ୍ବିତ ବିଜେପି କାର୍ଯ୍ୟକର୍ତାଙ୍କ ନିଲମ୍ବନ ପ୍ରତ୍ୟାହୃତ On Jan 16, 2022 12 Share ଭୁବନେଶ୍ୱର : ୨୦୧୭ ପଚାଂୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନ ସମୟରେ ନିଲମ୍ବିତ ହୋଇଥିବା ସମସ୍ତ ବିଜେପି କାର୍ଯ୍ୟକର୍ତାଙ୍କର ନିଲମ୍ବନକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ପ୍ରତ୍ୟାହାର କରାଗଲା ବୋଲି ବିଜେପି ପକ୍ଷରୁ କୁହାଯାଇଛି | 12 Share FacebookTwitterGoogle+ReddItWhatsAppPinterestEmail