ସମାଜର ଦୃଷ୍ଟି ପରିବର୍ତନ ହେଲେ ଶିଶୁ କନ୍ୟାଙ୍କ ସୁରକ୍ଷା ର ବାତାବରଣ ସୃଷ୍ଟି ହୋଇପାରିବ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ-ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ର ଜାତୀୟ ସେବା ଯୋଜନ ପକ୍ଷରୁ ଆଜି ଆଜାଦି କା ଅମୃତ ମହୋତ୍ସବ ପାଳିତ ଅବସରରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ଵ ବିଦ୍ୟାଳୟର ଡିନ ଏକାଡେମିସ ଡ଼.ଏ ଭି. ଏନ.ଏଲ ଶର୍ମା, ଡେପୁଟି…