“ନବୀନ ନିବାସ ନ ଆସି ଲୋକଙ୍କ ସେବାରେ ନିୟୋଜିତ ରୁହ”

ଏ ବର୍ଷ ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର(ଶାସକ ପ୍ରଶାସକ) :କୋଭିଡ଼ ସକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବାସୀ ଙ୍କ ଭଲ ପାଇବା ,ଶୁଭେଚ୍ଛା ଓ…

ମା ଙ୍କ ଭୋଗ ଖାଉଛି ଜଙ୍ଗଲୀ ଭାଲୁ

ନୂଆପଡ଼ାରୁ ଯଶୋବନ୍ତ କୁମାର : ଜଙ୍ଗଲୀ ଭାଲୁ କହିଲେ ଲୋକଙ୍କ ମନରେ ଆତଙ୍କ ଖେଳିଯାଏ। ଭାଲୁଙ୍କୁ ଦେଖିବା ମାତ୍ରେ ଲୋକେ ଛିନ୍ନଛତ୍ର ହୋଇ ପଳାୟନ କରନ୍ତି। ଅନ୍ୟପକ୍ଷେ ମଣିଷକୁ ଦେଖିବା ମାତ୍ରେ ଭାଲୁ ମଧ୍ୟ ଜୀବନ ବିକଳରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଚାଲିଯାଇଥାଏ । ଏଭଳି ମଣିଷ ସମାଜ ଓ…

ଡିମିରିକୁଦା ଗାଁ ପାଖ ସଂରକ୍ଷିତ ଜଂଗଲରେ ହାତୀ ଆକ୍ରମଣରେ କକା ପୁତୁରା ମୃତ ।

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଡିମିରିକୁଦା ଗାଁ ପାଖ ଖୋଲଗଡ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ହାତୀ ଆକ୍ରମଣରେ କକା ଓ ପୁତୁରା ଳଙ୍କ ମୃତ୍ୟୁ ହୋଇଛି ସୂଚନାଯୋଗ୍ୟ ଯେ ରେଢ଼ାଖୋଲ ରେଞ୍ଜ, ଡିମିରିକୁଦା ଗାଁ ପାଖ ର ଖୋଲଗୋଡ ସଂରକ୍ଷିତ ଜଙ୍ଗଲ ରେ,…

“ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ଓ “ଆକାଂକ୍ଷା” ମହିଳା ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ କନ୍ୟା…

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : "ସଖୀ" ୱାନ୍ ଷ୍ଟପ୍ ସେଣ୍ଟର ଓ "ଆକାଂକ୍ଷା" ମହିଳା ସଂଗଠନର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଅନ୍ଧ ଓ ଉପଶମ ଶିଶୁ ଯତ୍ନ ଅନୁଷ୍ଠାନରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳନ କରାଯାଇଛି। ଏହି ଉତ୍ସବରେ "ସଖୀ" ୱାନ୍ ଷ୍ଟପ୍ ସେଣ୍ଟରର…

ତୃତୀୟ ଗୁରୁ ଗୋପିକୃଷ୍ଣ ଉତ୍ସବ-୨୦୨୧ ପାଳିତ

ଭୁବନେଶ୍ୱର(ଶାସକ ପ୍ରଶାସକ) ସ୍ୱର୍ଗତ ଗୁରୁ ଗୋପିକୃଷ୍ଣ ବେହେରାଙ୍କ ୯୧ତମ ଜୟନ୍ତି ଉତ୍ସବ ପାଳିତ ହୋଇ ଯାଇଛି । ଗୋପିକୃଷ୍ଣ ଫାଉଣ୍ଡେସନ ଦ୍ୱାରା ତୃତୀୟ ବର୍ଷର ଗୁରୁ ଗୋପିକୃଷ୍ଣ ଉତ୍ସବ-୨୦୨୧ ଗୁରୁ କେଳୁଚରଣ ମହାପାତ୍ର ଗବେଷଣା କେନ୍ଦ୍ର ପରିସର ଉତ୍କଳ ରଙ୍ଗମଞ୍ଚ ପ୍ରେକ୍ଷାଳୟରେ ଆୟୋଜନ…

ଆସିଲା ନୂଆ ଏସଓପି; ଆସନ୍ତା ଦୁଇଦିନ ଶ୍ରୀମନ୍ଦିର ବନ୍ଦ

ପୁରୀ/ ଅନିମେଶ ପଟ୍ଟନାୟକ : କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପାଇଁ ଜାରି ହୋଇଛି ନୂଆ ଏସଓପି । ଆସନ୍ତା ଦୁଇଦିନ ଅର୍ଥାତ ଶୁକ୍ରବାର ଓ ଶନିବାର ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି । ଆସନ୍ତାକାଲି ଦଶହରା ଓ ପହରଦିନ ଗୋସାଣି ଯାତ ପାଇଁ ଦର୍ଶନକୁ ବନ୍ଦ ରଖାଯିବାକୁ ନିଷ୍ପତି…

ଗାୟତ୍ରୀ ଶକ୍ତିପୀଠ ଚଲାନପଡା ଠାରେ ନବରାତ୍ର ବ୍ରତ ସମାପନ

ନୂଆପଡ଼ାରୁ ଯଶୋବନ୍ତ କୁମାର : ପବିତ୍ର ଶାରଦୀୟ ନବରାତ୍ରୀ ସୁଅବସର ରେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚଳାନପଡ଼ା ଗାୟତ୍ରୀ ଶକ୍ତିପୀଠ ଠାରେ ଗତ ତା- 07/10/2021ରିଖ ଆଶ୍ୱିନ ଶୁକ୍ଳ ପ୍ରତିପତା ଠାରୁ ତା -14/10/2021ରିଖ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଚାଲିଥିବା ଗାୟତ୍ରୀ ସାଧନା…

ଜାମଗାଁରେ ମାଁ ଚୋଟୀବୁଢ଼ୀଙ୍କ ଅଗ୍ନି ଓ ଛତର ଯାତ୍ରା ।

ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଜାମଗାଁ ଠାରେ ଇଷ୍ଟଦେବୀ ମାଁ ଚୋଟୀବୁଢ଼ୀଙ୍କ ଅଗ୍ନିଯାତ୍ରା ସମ୍ପନ ହୋଇଛି । ମାଁଙ୍କର ଅଲୌକିକ ଲୀଳା ଓ ଅଗ୍ନିଯାତ୍ରା ଦର୍ଶନ କରିବା ପାଇଁ ବିଭିନ୍ନ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କର ସମୋରୋହ ହୋଇଥିଲା ।…

ଖୋର୍ଦ୍ଧା ସହରରେ ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା

ଖୋର୍ଦ୍ଧା/ ରବି ନାରାୟଣ ସାହୁ :ରାଜ୍ୟ ସରକାରଙ୍କ କରୋନା କଟକଣା ପାଳନ କରାଯାଇ ଖୋର୍ଦ୍ଧା ସହରରେ ଥିବା କଣ୍ଟାଛକ ବ୍ୟବସାୟୀ ସଙ୍ଘ ପକ୍ଷରୁ ମାଆ ଙ୍କର ୫୦ତମ ପୂଜାନୁଷ୍ଠାନ ଅନୁଷ୍ଠିତ ହୋଇଯାଇଛି | ସେହିପରି ଖୋର୍ଦ୍ଧା କ୍ଲବ, ପଲଟନ ପଡିଆ,ପୁରୁଣା ଦମକଳ ଛକ ,ବ୍ୟାଙ୍କ ଛକ,ତଳ ସାହି, ମିନି ଟ୍ରକ…

ଅବ୍ୟବସ୍ଥା ଘେରରେ ସିନାପାଲି ଅବକାରୀ କାର୍ଯ୍ୟାଳୟ

୩୫ ବର୍ଷ ହେବ ଭଡାଘରେ ଚାଲିଛି ,ସିନାପାଲି ରେ ଅଫିସ ଖଡିଆଳ ରେ ରହି କରୁଛନ୍ତି ନିୟନ୍ତ୍ରଣ , ଅଭିଯୋଗ ହେଲେ ଲୋକ ଦେଖାଣିଆ ଚଢ଼ାଉ ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ସିନାପାଲି ଅବକାରୀ କାର୍ଯ୍ୟାଳୟ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି। ନିଜସ୍ଵ କୋଠା ନ ଥିବାରୁ ଦୀର୍ଘ ୩୫ ବର୍ଷ…