ଭଦ୍ରାସାହିରେ ଟ୍ରକ ଡ୍ରାଇଭରକୁ ଲୁଟ ଓ ହତ୍ୟା ଘଟଣାରେ ୪ ଗିରଫ
ବଡ଼ବିଲ (ଶାସକ ପ୍ରଶାସକ) ଗତ ୫ ତାରିଖ ବିଳମ୍ବିତ ରାତିରେ ଟ୍ରକ ଡ୍ରାଇଭରଙ୍କୁ ଲୁଟ ଓ ହତ୍ୟା ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ଏଥି ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଓ ଏକ ସ୍କୋର୍ପିଓକୁ ମଧ୍ୟ ପୋଲିସ ଜବତ କରିଛି। ଆଜି ଏକ ପ୍ରେସମିଟରେ ବଡ଼ବିଲ ଏସଡିପିଓ ହିମାଂଶୁ ଶେଖର ବେହେରା…