ନୂଆପଡା ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ:  ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ କଂଗ୍ରେସ ଭବନଠାରେ ଜିଲ୍ଲା ଛାତ୍ର କଂଗ୍ରେସ ପ୍ରଥମ୍ବକର୍ଯ୍ୟକାରିଣୀ ବୈଠକ  ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଖଡ଼ିଆଳ ବିଧାୟକ ଶ୍ରୀଯୁକ୍ତ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ…

ଅନୁସୂଚିତ ଜାତିର କାର୍ଯ୍ୟକାରୀଣି ବୈଠକ,ଯୋଗ ଦେଲେ ସାଂସଦ-ଅନୁସୂଚିତ ଜାତି ରାଜ୍ୟ ସଭାପତି

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଶ୍ରୀଜୀ ମଣ୍ଡପ ଠାରେ ଆଜି ଭାଜପାର ଅନୁସୂଚୀତ ଜାତି କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଅଛି। ବୈଠକରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସଭାପତି ରୂପେ ଡ଼ଃ. ବିଭୁ ପ୍ରଶାଦ ତରାଇ ଯୋଗ ଦେଇ ଦଳୀୟ ସଂଗଠନ ମଜଭୁତ ସହ ତୃଣମୂଳ ସ୍ତରରେ…

ଆଜାଦିକା ଅମୃତ ମହୋତ୍ସବ ଅବସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ-ଭାରତ କାର୍ଯ୍ୟକ୍ରମ

https://youtu.be/ZJmt6npqpPE ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆଜାଦିକା ଅମୃତ ମହୋତ୍ସବ ଅବସରରେ ପାରଳାଖେମୁଣ୍ଡି ଠାରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଗତ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ-ଭାରତ ତଥା କ୍ଲିନ-ଇଣ୍ଡିଆ…

ପାରମ୍ପରିକ ଲୋକକଳା ମହୋତ୍ସବ ଅନୁଷ୍ଠିତ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜି କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ଅନ୍ତର୍ଗତ ଗଦଗୁଡା ଗ୍ରାମରେ ଜିଲ୍ଲା ପାରମ୍ପରିକ ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଜନବିକାଶ କ.ନୂଆଗାଁ ଅନୁଷ୍ଠାନର ନିର୍ଦ୍ଦେଶକ ଫା.ମଦନ ସୁଆଲସିଂ, ସହ ନିର୍ଦେଶକ…

ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ପକ୍ଷରୁ ଇସ୍ତାହାର ସଭା

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ସମନ୍ୱିତ ସଭାଗୃହ ଠାରେ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ପକ୍ଷରୁ ଇସ୍ତାହାର ସଭାର ଆୟୋଜିତ ହୋଇ ଥିଲା I ଏହି ସଭାରେ ଅନାମ ନାୟକ(ଜିଲ୍ଲା ସଭାପତି), ବିସ୍ମୟ ମୋହନ ମହାପାତ୍ର (ଜିଲ୍ଲା ପ୍ରଭାରୀ), ବିଜୟ…

୨୫ ଜଣ ଦାଦନ ଶ୍ରମିକ ଉଦ୍ଧାର ଓ ଦୁଇ ଗିରଫ ଦୁଇ ଗାଡ଼ି ଜବତ

ପାଟଣାଗଡ଼(  ଯତୀନ୍ଦ୍ର ନନ୍ଦ ): ଓଡ଼ିଶାର ଦାଦନ ପ୍ରବଣ ଜିଲ୍ଲା କହିଲେ ବଲାଙ୍ଗୀର କୁ ବୁଝାଇଥାଏ ! ଏହି ଜିଲ୍ଲାର ଅଧିକାଂଶ ଲୋକ ପ୍ରତି ବର୍ଷ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଇଥାନ୍ତି। ଦାଦନ ଖଟିବାକୁ ଯାଉଥିବା ଦାଦନ ପରିବାର ସଦସ୍ୟ ମାନେ ବର୍ଷକୁ ୧୨ ରୁ ଛଅ ମାସ ଘରେ ଓ ଛଅ ମାସ…

” ଠିକାଦାରୀ କାର୍ଯ୍ୟରେ ଅସନ୍ତୋଷ ମୋହନ ମାଝିଙ୍କ ଉପରେ ଆକ୍ରମଣର କାରଣ “

ମିଛ ପ୍ରସଙ୍ଗକୁ ସମ୍ବେଦନଶୀଳ କରିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି ଭୁବନେଶ୍ୱର : ଓଡ଼ିଶା ବିଜେପି ବିଶେଷ କରି ଏହାର ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝି ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଓଡିଶା ସରକାରଙ୍କୁ ଦାୟୀ କରିବାକୁ ଚେଷ୍ଟା କରିବା ପୂର୍ବରୁ କିଛି ଲଜ୍ଜା କରିବା ଉଚିତ୍‍ ।…

ପୀଡିତ ପରିବାରକୁ ନ୍ୟାୟ ପ୍ରଦାନ ବଦଳରେ ବିଜେପି ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର: ପ୍ରତ୍ୟେକ ସ୍ପର୍ଶକାତର ଅପରାଧିକ ମାମଲାକୁ ସମ୍ବେଦନଶୀଳ କରିବା ପାଇଁ ଓଡିଶା ବିଜେପିର ଏକ ଅଭ୍ୟାସ । ସେମାନେ କେବେ ହେଲେ ପୀଡିତ କିମ୍ବା ସେମାନଙ୍କ ପରିବାରକୁ ନ୍ୟାୟ ଦିଆଯିବା ନିଶ୍ଚିତ କରିବାକୁ ଚିନ୍ତା କରନ୍ତି ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ।…

ଆଖୁ କିଆରିରୁ ଉଭା ହେଲେ ଗୋବିନ୍ଦ

ବଲାଙ୍ଗିର: ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ । ବଙ୍ଗମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁରୁ ଧରାପଡ଼ିଲା ଗୋବିନ୍ଦ ସାହୁ । ଏକ ଆଖୁବାଡ଼ିରେ ଲୁଚି ରହିଥିଲା ବେଳେ ଧରିଲା ପୋଲିସ। ବର୍ତ୍ତମାନ ସମୟରେ ଗୋବିନ୍ଦଙ୍କୁ ଗିରଫ କରିଛି ପୋଲିସ ।ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ…

“ୟଙ୍ଗ ଇଣ୍ଡିଆ କେ ବୋଲ ” : ସୁନ୍ଦରଗଡ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଅଣ୍ଟା ଭାଙ୍ଗିଥିବା ମୁଦ୍ରାସ୍ପିତି ,କରୋନା ପରିଚାଳନା ଗତ ,ବେରୋଜଗାରୀ ଓ ଗଣତନ୍ତ୍ର ର ହତ୍ୟା ଭଳି ପ୍ରସଙ୍ଗରେ ଯୁବକ ଯୁବତୀ ମାନଙ୍କ ଅଭିବ୍ୟକ୍ତି ର ପ୍ରବକ୍ତା ଚୟନ ହେତୁ ସ୍ୱାଗତ ଅଛି ବୋଲି ସୁନ୍ଦରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ଆହ୍ୱାନ ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :- ରାଜ୍ୟ ଏବଂ…