ଓଡ଼ିଶାରେ ଖୁବ୍ ଶୀଘ୍ର କମିବ ଶୀତ

ଭୁବନେଶ୍ୱର : ଓଡ଼ିଶାରେ ଜାରି ରହିଥିବା ଶୀତର ପ୍ରକୋପ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ଏବଂ ଫେବୃଆରୀ ୨ ତାରିଖ ଠାରୁ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା…

ମୃତ ଠିକା ଶ୍ରମିକଙ୍କ ପତ୍ନୀଙ୍କୁ ଚାକିରୀ ଦେବା ପାଇଁ ସମ୍ମତି ପତ୍ର ପ୍ରଦାନ

ରାଉରକେଲା(ବସନ୍ତ କୁମାର ଜେନା):ରାଉରକେଲା ଇସ୍ପାତ କାରଖାନା ଅନ୍ତର୍ଗତ ସିପିପି-୧ ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣା ଘଟି ଅମର କୁମାର ପଣ୍ଡା ନାମକ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଖବର ପାଇବା ପରେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର…

ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସରେ ଲୋକାର୍ପିତ ହେଲା ପୁସ୍ତକ “ଗାନ୍ଧୀସ ଲିଡରସିପ୍ ଷ୍ଟାଇଲ୍ ଆଣ୍ଡ୍ ମ୍ୟାନେଜମେଣ୍ଟ…

ଡକ୍ଟର୍ ଦେବାଶିଷ ଭୂୟାଁ ଓ ପ୍ରଫେସର ନିରଞ୍ଜନ ପାଣିଙ୍କ ଦ୍ୱାରା ମହାତ୍ମା ଗାନ୍ଧୀଙ୍କ ଉପରେ ଲିଖିତ ଗବେଷଣାତ୍ମକ ପୁସ୍ତକର ଲୋକାର୍ପଣ କଲେ ରାଜ୍ୟପାଳ ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଶହୀଦ୍ ଦିବସରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷି…

ସଂରକ୍ଷିତ ଜଙ୍ଗଲରେ ବାରହା ଶିକାର: ୨ ଶିକାରୀ ଗିରଫ

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ବନାଞ୍ଚଳ ଅନ୍ତର୍ଗତ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ବାରହା ଶିକାର କରୁଥିବା ଦୁଇ ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି। ବଡ଼ବିଲ ବନାଞ୍ଚଳ ଅଧିକାରୀ ସଂଜୀବ କୁମାର ରାଉତଙ୍କ ସୂଚନା ଅନୁସାରେ ଗତ ୩୦ ତାରିଖ ରାତିରେ ବାରହା ଶିକାର ନିମନ୍ତେ…

ଆଦର୍ଶ ଯୁବ ପ୍ରତିଭା କୃଷି ଅଫିସର ତୁଷାରଙ୍କ ସ୍ମୃତିସଭା ଅନୁଷ୍ଠିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବାହାରଣା ପଞ୍ଚାୟତ ଟାଇଁକୁଳ ଗ୍ରାମର ଆଦର୍ଶ ଯୁବ ପ୍ରତିଭା ସରକାରୀ କୃଷି ଅଫିସର ତୁଷାର ରଞ୍ଜନ ସ୍ୱାଇଁ ଙ୍କ ଅକାଳ ବିୟୋଗରେ ଏକାଦଶ କର୍ମରେ ଏକ ସ୍ମୁତି ସଭା ଅନୁଷ୍ଠିତ ହୋଇଯାଇଛି l ତୁଷାର ନାଉଗାଁ ସ୍ଥିତ ସରକାରୀ…

ବିରୋଧୀଙ୍କୁ ଝଟକା ପରେ ଝଟକା : ବିଜେଡିରେ ମିଶିଲେ ବିଜେପି ମଣ୍ଡଳସ୍ତରୀୟ ନେତୃବୃନ୍ଦ

ଅଣଦେଖା ଓ କୋଣଠେସା ଅଭିଯୋଗ କରି ବିଜେପି ଛାଡ଼ୁଛନ୍ତି ନେତା ଓ କର୍ମୀ ବରଗଡ :- ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ ଆରମ୍ଭରୁ ବିଜେପି ପାଇଁ କାର୍ଯ୍ୟ କରି ଆସୁଥିବା ବିଜେପିର ବରିଷ୍ଠ କର୍ମକର୍ତା ତଥା ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ପୂର୍ଣ୍ଣନନ୍ଦ ସିଂ ଠାକୁର, ପୂର୍ବତନ ମଣ୍ଡଳ ସମ୍ପାଦକ…

ପୋଷ୍ଟର ବ୍ୟାନର୍ ମାଳ ମାଳ, ପ୍ରାର୍ଥୀ ହେଲେଣି ହଳ ହଳ

ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ପଂଚାୟତ ନିର୍ବାଚନ ପାଇଁ ସରଗରମ୍ ହେଲାଣି ବଡ଼ଚଣା ନିର୍ବାଚନ ମଣ୍ଡଳୀ ପ୍ରତ୍ୟକ ପଞ୍ଚାୟତ ରେ ଏବେ ପୋଷ୍ଟର ବ୍ୟାନର୍ ମାଳ ମାଳ ପ୍ରାର୍ଥୀ ବି ହେଲେଣି ହଳ ହଳ ସମସ୍ତ ଦଳୀୟ ପାର୍ଥି ହେଲେଣି ଭୋଟର ମୁହାଁ କିନ୍ତୁ ଏଥର ପଂଚାୟତ ନିର୍ବାଚନ ତିନି ପ୍ରମୁଖ ଦଳ…

“କର୍ଣ୍ଣାଟକର କଲେ , ଓଡିଶା ପ୍ରତି ଏ ଅବିଚାର କାହିଁକି !”

ଆବାସ ପ୍ରସଙ୍ଗ : କେନ୍ଦ୍ର ପଂଚାୟତିରାଜ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ପଂଚାୟତିରାଜ ପ୍ରତାପ ଜେନା ଭୁବନେଶ୍ୱର (ଶାସକ ପ୍ରଶାସକ) : ଆବାସ ପ୍ଲସ ପୋର୍ଟାଲରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନିଜସ୍ୱ ଗ୍ରାମୀଣ ଆବାସ ପୋର୍ଟାଲର ତଥ୍ୟ ସାମିଲ କରିବା ପାଇଁ ଓଡିଶା ସରକାରଙ୍କ ତରଫରୁ…

ସଦର ବ୍ଲକ ଜିଲ୍ଲା ପରିଷଦ ପ୍ରାର୍ଥି ଯଶୋବନ୍ତି ବଘାର ପାଇଁ ଭୋଟ ଭିକ୍ଷା କଲେ ନରସିଂହ

ବଲାଙ୍ଗିର - ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଘର କୁ ଘର ଯାଇ ଜୋନ ୨୨ର ସର୍ବାଙ୍ଗିନ ଉନ୍ନତି ପାଇଁ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥି ଯଶୋବନ୍ତି ବଘାରଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥି…

ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କ ସଂକଳ୍ପ ।

ଝାରବନ୍ଧ-ମନୋହର ଦାଶ :ଭାରତୀୟ ଜନତା ପାର୍ଟି ଜିଲ୍ଲା ପରିଷଦ,ସରପଞ୍ଚ,ସମିତିସଭ୍ୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଝାରବନ୍ଧ ବ୍ଲକ ନିଲିଜିପତ୍ରା ଠାରେ ଅନୁଷ୍ଠିତ ବିଜେପିର ଏକ କର୍ମୀ ସମ୍ମିଳନୀରେ ଶତାଧିକ କାର୍ଯ୍ଯକର୍ତ୍ତା ସଂକଳ୍ପ ନେଇ ଥିଲେ । ବିଜେପି ଜଗଦଲପୁର ମଣ୍ଡଳ ସଭାପତି ଶ୍ରୀ…