ଅସହାୟ ବ୍ୟକ୍ତିଙ୍କ ଶବ ସତ୍କାର କଲେ ସ୍ଥାନୀୟ ବ୍ୟବସାୟୀ ଓ ଜନ ପ୍ରତିନିଧି

ଆଠମଲ୍ଲିକ/ ସନ୍ତୋଷ ମେହେର :ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଂଚାୟତ ବାରେଣୀ ଗ୍ରାମରେ ପ୍ରାୟ 20ବର୍ଷରୁ ଅଧିକ ହେବ ଉତ୍ସବ ବେହେରା ନାମକ ଆଠମଲ୍ଲିକ ଅଂଚଳର ଜଣେ ଅସହାୟ କୁଷ୍ଠ ରୋଗୀ ଭିକ୍ଷା ବୃତ୍ତି କରି ବାରେଣୀ ଛକ ଠାରେ ରହି ଚଳି ଆସୁଥିଲେ I ତେବେ ତାଙ୍କର 22ତାରିଖ ସକାଳ 10ଘ. ସମୟରେ…

ଦିର୍ଘ 15 ବର୍ଷ ହେଲା ସଫା ହୋଇନି ପୋଖରୀ

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ସହର ଦୁଇ ନମ୍ଵର ୱାର୍ଡ ପୋଲିସ ପଡାର ଲୋକମାନଙ୍କ ଗାଧୋଇବା ପାଇଁ ରାଜା ରାଜୁଡା ଅମଳ ରୁ ଏକ ପୋଖରୀ ରହିଛି । ଏହି ଗୋଟିଏ ପୋଖରୀ ହିଁ ପୋଲିସ ପଡା ବାସୀ ଙ୍କୁ ଗାଧୋଇବା ପାଇଁ ସାହା ହୋଇଛି । ହେଲେ ପୋଖରୀ ର ପାଣି ବର୍ତ୍ତମାନ ମଇଳା…

ବିଦ୍ୟୁତ ସଟ ସାର୍କିଟ : ଅକାଳରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ବିଦ୍ୟୁତ ସଟ ସାର୍କିଟ ରୁ ଅଘଟଣ। ଅକାଳରେ ଚାଲିଗଲା ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ସରସ୍ୱତୀ ଶିଶୁମନ୍ଦିର ନିକଟରେ ଥିବା ଶବର ବିହାର କଲେନିରେ।ସୂଚନା ମୁତାବକ ପୁଟାସିଂଥାନା ସଗଡା ପଞ୍ଚାୟତ ଗୁଡାଡା ଗ୍ରାମର କାନୁ…

୫୪ତମ ଶ୍ରୀକ୍ଷେତ୍ର କୁମାର ଉତ୍ସବର ୨ୟ ସନ୍ଧ୍ୟା; ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

ପୁରୀ/ଅନିମେଶ ପଟ୍ଟନାୟକ :ଶୁକ୍ରବାର ୫୪ତମ କୁମାର ଉତ୍ସବର ୨ୟ ସନ୍ଧ୍ୟାରେ ମନ ମୋହିଲା ଓଡିଶାର ପାରମ୍ପରିକ ଓ ସାଂସ୍କୃତିକ ନୃତ୍ୟଗୀତ । ସମ୍ବଲପୁରୀ ନୃତ୍ୟ ସହ ଓଡିଆ ସାଂସ୍କୃତିକ ଗୀତ "କୁମାର ପୁନେଇ ଜହ୍ନ" ଦର୍ଶକଙ୍କ ମନ ମୋହିଥିଲା । ସନ୍ଧ୍ୟାରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ମୁଖ୍ୟଅତିଥି…

ଅର୍ଥସର୍ବସ୍ୱତାକୁ ନେଇ କଳା ବଂଚି ରହେନା: ଇନ୍ଦ୍ରମଣି ତ୍ରିପାଠୀ

ଲୋକକଳାରେ ପରିବେଷଣ ହେଲା ଦଶପଲ୍ଲାର ଶିଙ୍ଘ ବାଦ୍ୟ ଓ ବୋଲଗଡ଼ର ଘୋଡ଼ାନାଚ ଭୁବନେଶ୍ୱର(ଶାସକ ପ୍ରଶାସକ) : ପ୍ରତିମାସ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଲୋକକଳାରେ ଏ ମାସରେ ପରିବେଷଣ ହୋଇଛି ଦଶପଲ୍ଲାର ଶିଙ୍ଘବାଦ୍ୟ ଓ ବୋଲଗଡ଼ର ଘୋଡ଼ାନାଚା ଆଜି…

ଅପରାଧ ସାମ୍ରାଜ୍ୟ ଉରେ ପରଦା ପକାଇବା ପାଇଁ ହିଂସାର ଆଶ୍ରୟ ନେଉଛି ବିଜେଡି : ଗୋଲକ ମହାପାତ୍ର

ବାରିପଦା, ବଡମ୍ବାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ! ଭୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟସେବାର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ । ବାସ୍ତବ କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କାର୍ଡର କୈାଣସି ପ୍ରାସଙ୍ଗିକତା ନଥିବାରୁ ସରଳ ରାଜ୍ୟବାସୀ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ…

ଅନ୍ୟକୁ ପରାମର୍ଶ ନଦେଇ ବିଜେଡିର ନେତ୍ରୀମାନେ ରାଜ୍ୟର ମାଁ ଓ ଭଉଣୀଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ କାର୍ଯ୍ୟ…

ଭୁବନେଶ୍ୱର:ବହୁଚର୍ଚ୍ଚିତା ମମିତା ମେହେର ହତ୍ୟାକଣ୍ଡ ଆଦୈା ଛୋଟ ଘଟଣା ନୁହେଁ । ନାରୀ ହିଂସା, ନିର୍ଯ୍ୟାତନା, ହତ୍ୟାକାଣ୍ଡ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଆଦି ସାମାଜିକ ପ୍ରସଙ୍ଗରେ ବିରୋଧୀ ଦଳ ତଥା ସାଧାରଣ ଜନତା ପ୍ରଶ୍ୱ କଲେ, ଶାସକ ବିଜେଡିର ମହିଳା ନେତ୍ରୀମାନେ ପ୍ରତିକ୍ରିୟାଶୀଳ ହୋଇ…

ପ୍ରାଧିକରଣଙ୍କ ଦ୍ବାରା ବିଭିନ୍ନ ଗ୍ରାମରେ ସଚେତନତା ସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜାତୀୟ ଆଇନ ପ୍ରାଧିକରଣଙ୍କ ନିର୍ଦ୍ଦେଶ ମତେ ଗତ ୨-୧୦-୨୦୨୧ ଠାରୁ ଆରମ୍ଭ ହୋଇଥିବା ପାନ୍ ଇଣ୍ଡିଆ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଶୁକ୍ରବାର ଦିନ ୨୨-୧୦-୨୦୨୧ ରେ ଗଜପତି ଜିଲ୍ଲା ଆଇନ ସେବା…

ବାରଘରର ଲୋକଙ୍କର ଜୀବିକା ପାଇଁ ଜିଲ୍ଲା ପ୍ରଶାସନର ଅହରହ ଉଦ୍ୟମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୦୧୮ ମସିହାର ତିତିଲି ମହାବାତ୍ୟାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗ୍ରାମ ଅଧିକା କ୍ଷତିଗ୍ରସ୍ଥ ହୋଇଥିଲା ଏପରିକି ବାତ୍ୟା ଏବଂ ବର୍ଷାରୁ ନିଜକୁ ରକ୍ଷା କରିବାକୁ ଯାଇ ୧୬ ଲୋକଙ୍କ ପ୍ରାଣହାନୀ ଘଟିଥିଲା। ଏହା ପରେ…

ପୁରୀ: ମୋ ସରକାର ସଂପର୍କିତ ବୈଠକ ଅନୁଷ୍ଠିତ

ପୁରୀ/ଅନିମେଶ ପଟ୍ଟନାୟକ; ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ମୋ ସରକାର ସଂପର୍କିତ ବୈଠକ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ମୋ ସରକାର ଅନ୍ତର୍ଗତ ଉପଲବ୍ଧ ସେବା ସଂପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି ।…