ରାଜନୀତି ପାଇଁ ଅତି ନିମ୍ନ ସ୍ତରକୁ ଯାଉଛି ବିଜେପି: ବିଜେଡି

ଭୁବନେଶ୍ୱର: ବିଜେପିର ଆଜିର ସାମ୍ବାଦିକ ସମ୍ମିଳନୀ ପୁଣିଥରେ ପ୍ରମାଣ କରିଛି ଯେ ବିଜେପି ନେତାମାନେ ରାଜନୀତିରେ ତିଷ୍ଠି ରହିବା ପାଇଁ କିଭଳି ଟିଭିରେ ମୁହଁ ଦେଖାଇବାକୁ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ପୀଡିତାଙ୍କୁ ନ୍ୟାୟ ଦେବା ନୁହେଁ ବରଂ ନିଜର…

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନକୁ ନେଇ ଜନଅସନ୍ତୋଷ : ସରକାର ଟିକେ ଦୃଷ୍ଟି ଦିଅନ୍ତୁ ଓ ଲୋକଙ୍କ ସଂଶୟ…

ପୁରୀ/ବଳଙ୍ଗା(ଅନିମେଶ ପଟ୍ଟନାୟକ): ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ନେଇ ବଳଙ୍ଗା ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି । ହିତାଧିକାରୀଙ୍କ ଆଖି ସ୍କାନ କରି ସେମାନଙ୍କୁ କାର୍ଡ ଦେବା ବଦଳରେ ବିନା ସ୍କାନରେ କାର୍ଡ ଦିଆଯାଉଥିବା ଅଭିଯୋଗ ହେଉଛି । ଫଳରେ କାର୍ଡର ବୈଧତା ଓ…

ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବାର୍ଷିକ ସାଧାରଣ ସଭା କୋଭିଡ୍-୧୯ ନିୟମ…

ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭଉୟ ବାଳକ ଓ ବାଳିକା ବିଭାଗର ଜାତୀୟ ସେବା ସଂସ୍ଥା ଯୋଜନା ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ଯକ୍ଷ ସୀମାଞ୍ଚଳ ସାହୁଙ୍କ…

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଶିଶୁ ସାହିତ୍ୟିକା

ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ : ବ୍ୟାସନଗର ସ୍ଥିତ ବ୍ୟାସଶ୍ରୀ କଳାନିକେତନ ଠାରେ ସ୍କୁଲ ପିଲାମାନଙ୍କ ସହିତ ଜନ୍ମ ଦିନ ପାଳିଲେ ଏକ ନିଆରା ଢଙ୍ଗରେ ଶିଶୁ ସାହିତିକା ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବ୍ରଜେଶ୍ବରୀ ସିଂହ | ଚାକିରି ସମୟରେ ସେ ପିଲାମାନଙ୍କୁ ବହୁତ ଭଲ…

ଆହୁଜା ଦମ୍ପତ୍ତିଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ ସଚିବ ପାହ୍ୟା

ନୂଆଦିଲ୍ଲୀ (ଶାସକ ପ୍ରଶାସକ):  ୧୯୯୦ ବ୍ୟାଚର ୨୭ ଜଣ ଆଇଏଏସ ଅଫିସର କେନ୍ଦ୍ର ସରକାରଙ୍କ ଅଧୀନରେ ସଚିବ ପାହ୍ୟା ନିଯୁକ୍ତିପାଇଁ ଯୋଗ୍ୟତା ହାସଲ କରିଛନ୍ତି | ଆଜି ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଏ ସମ୍ପର୍କିତ ସୂଚୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି | ଏହି ୨୭ ଜଣିଆ ତାଲିକାରେ…

” ଆମେ କଣ ସରକାରଙ୍କ ସାବତ ପୁଅ “

ପକ୍କା ସଡ଼କଟିଏ ପାଇଁ ପାଣସାବାସୀଙ୍କ ସାତ ଦଶନ୍ଧିର ଅପେକ୍ଷାର କେବେ ହେବ ଅନ୍ତ ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ଗ୍ରାମାଞ୍ଚଳରେ ଲୋକଙ୍କ ଗମନା ଗମନ ସୁବିଧା ପାଇଁ ମନରେଗା ଯୋଜନାରେ ସରକାର ରାସ୍ତା ନିର୍ମାଣ କରୁଛନ୍ତି। ଏହି ଯୋଜନାରେ ଦୁର୍ଗମ ଅଞ୍ଚଳ ଗୁଡିକରେ ପାହାଡ଼କାଟି…

ଦ୍ବିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ-ଶରଧାପାଲି ବିଜୟୀ ।

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ତ ଖୁଣ୍ଟପାଲି ଖେଳ ପଡିଆରେ ଦ୍ବିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଉଦଘାଟନୀ ଉତ୍ସବରେ ତାଳପାଲି ସରପଞ୍ଚ ସୁଶାନ୍ତ ସାହୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭାରମ୍ଭ କରିଥିଲେ ।ନିର୍ବାହୀ ଅଧିକାରୀ ପାଣ୍ତବ ନନ୍ଦ ସହଯୋଗ କରିଥିଲେ ।…

ଡାହା ମିଛ କହି ପୁଲିସ ତଦନ୍ତକୁ ବାଟବଣା ପାଇଁ କଂଗ୍ରେସ, ବିଜେପିର ଉଦ୍ୟମ: ବିଜେଡି

ଭୁବନେଶ୍ୱର: ପୁଲିସ୍‍ ତଦନ୍ତକୁ ବାଟବଣା କରିବାକୁ ଉଭୟ ବିଜେପି ଓ କଂଗ୍ରେସ ନେତାମାନେ ଡାହା ମିଛ କହି ଉଦ୍ୟମ ଚଳାଇଛନ୍ତି । ଆଜି ଦୁଇ ଦଳର ନେତାଙ୍କ ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି । ବିଜେପି ଓ କଂଗ୍ରେସ ନେତାଙ୍କ…

ନବୀନମ ଶରଣମ ଗଛାମି

ନବରଂଗପୁର (ଶାସକ ପ୍ରଶାସକ) ଯାହା ଚର୍ଚା ହେଉଥିଲା ସେଇଆ ହେବାକୁ ଯାଉଛି | ସେବା ପାଇଁ କଂଗ୍ରେସଦଳରେ ସୁଯୋଗ ନଥିବା ଅଭିଯୋଗ କରି ଦୁଇ ଦିନ ତଳେ କଂଗ୍ରେସ ଛାଡିଥିବା ପ୍ରଦୀପ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶରଣାପନ୍ନ ହେବାକୁ ଯାଉଛନ୍ତି | ଆଜି ସେ ବିଧିବଦ୍ଧ ଭାବେ ଏ…