ଆମୱେ ଇଣ୍ଡିଆ କରୁଛି ଗମିଜ୍‍ ଓ ଜେଲି ଷ୍ଟ୍ରିପ ଫର୍ମାଟରେ ନୂଆ ବର୍ଗର ସପ୍ଲିମେଣ୍ଟ ପ୍ରଚଳନ

ସ୍ୱାଦିଷ୍ଟ, ଟ୍ରେଣ୍ଡି, ସୁବିଧାଜନକ ଏବଂ ସରଳିକୃତ ପୋଷଣ ପରିପୂରକ ସହଶ୍ରାବ୍ଦର ଯୁବପିଢିଙ୍କ ଯାତ୍ରା ସମୟରେ ମଧ୍ୟ ସେମାନଙ୍କର ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଆବଶ୍ୟକତା ପ୍ରତି ଧ୍ୟାନଦେବ ଭୁବନେଶ୍ୱର: ନିରନ୍ତର ଉତ୍ପାଦ କ୍ଷେତ୍ରରେ ନବୋନ୍ମେଷ ଜରିଆରେ ସ୍ୱାସ୍ଥ୍ୟ ଓ ରୋଗ ପ୍ରତିରୋଧ…

ରାଉରକେଲା ଅବକାରୀ ବିଭାଗ ଦ୍ୱାରା ମହୁଲି ନେଇ ଯାଉଥିବା ଏକ କାର ଜବତ

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ଅବକାରୀ ଅଧିକ୍ଷକଙ୍କ ଆଦେଶ କ୍ରମେ ରାଉରକେଲା ଅବକାରୀ ବିଭାଗର ଇନ୍ସପେକ୍ଟର ଓ ତାଙ୍କ ଷ୍ଟାଫଙ୍କ ସହ ବିଶ୍ରା ଥାନା ଅନ୍ତର୍ଗତ କରକଟା ଖୁଟଗାଁ ରେ ମଦ ଧରପଗଡ ଓ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ମହୁଲି ନେଇ ଯାଉଥିବା ଏକ କାରକୁ ଜବତ କରିଛନ୍ତି |…

ସାହିତ୍ୟ ପତ୍ରିକା ନବକାକଳିର ସ୍ଵନକ୍ଷତ୍ର ଉତ୍ସବ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ସଦର ମହକୁମାର ଅନତିଦୂରରେ କନ୍ତାର ଗ୍ରାମରେ ନିୟମିତ ୨୭ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା ନବକାକଳି ସାହିତ୍ୟ ପତ୍ରିକାର ସୁନକ୍ଷତ୍ର ଉତ୍ସବ,ରାଜ୍ୟ ସ୍ତରୀୟ କବି ସମ୍ମିଳନୀ,ସାରସ୍ଵତ ସଭା , ମାନପତ୍ର ସମ୍ବଦ୍ଧନା ସହିତ ପୁସ୍ତକ ଓ ପତ୍ରପତ୍ରିକାର…

ଇଟାମାଟି ପୋଲିସକୁ ବଡ ସଫଳତା

ନୟାଗଡ଼(ବିଶ୍ୱଜିତ ନାୟକ)- ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ଥାନା ପୋଲିସକୁ ମିଳିଛି ଏକ ବଡ ସଫଳତା । କଟକରୁ ନୟାଗଡ଼ ଅଭିମୁଖେ ଆସୁଥିବା ଏକ ଗାଡିକୁ ଇଟାମାଟି ପୋଲିସ କୌଣସି ଏକ ସୂତ୍ରରୁ ଖବର ପାଇ ସେହି ଗାଡି ଉପରେ ଚଢ଼ଉ କରିଥିବା ବେଳେ ସେହି ଗାଡିରୁ ୨୨୪୦ଟି କଫ ସିରଫ ବୋତଲ ଜବତ କରିଥିଲା ।…

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ: ବିଜେଡି ପାଇଁ ପ୍ରଚାର କଲେ ସାଂସଦ ମୁନ୍ନା ଖାଁ

ଖୋର୍ଦ୍ଧା/ରବି ନାରାୟଣ ସାହୁ- ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ୨ନମ୍ବର ଯୋନର ଜିଲ୍ଲା ପରିଷଦ ବିଜେଡି ପାର୍ଥି ପାଇଁ ରାଜ୍ୟ ସଭା ସଂସଦ ମୁନ୍ନା ଖାଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ | ସାଂସଦଙ୍କ ସହ ଖୋର୍ଦ୍ଧାର ବିଧାୟକ ଜିତୁ ମିତ୍ର, ପ୍ରଫୁଲ୍ଲ କୁମାର ଦଳେଇ ପ୍ରମୁଖଙ୍କୁ ବିଶାଳ ମାରାଥନ…

୮ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଲଢେ଼ଇରେ ୩ ପ୍ରମୁଖ ଦଳ ମୁହାଁମୁହିଁ

ଗଣିଆରୁ ତରୁଣ କୁମାର ଅମାୟନ୍ତ -ଗଣିଆ ବ୍ଲକର ୮ ନମ୍ବର ଜୋନ୍ ଟି ଚଳିତ ନିର୍ବାଚନରେ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ ଏହି ଆସନ ନିମନ୍ତେ ୩ ପ୍ରମୁଖ ଦଳ ବିଜେପି , ବିଜେଡ଼ି ଏବଂ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ଜନସାଧାରଣରେ ଆଲୋଚନା ହୁଏ। ଗଣିଆ ବ୍ଲକଟି ଜିଲ୍ଲାର…

କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ଟୀକାକରଣ ନିମନ୍ତେ ଗଡ଼ିଲା ସଚେତନତା ରଥ

ନୟାଗଡ଼ (ବିଶ୍ୱଜିତ ନାୟକ)- କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ଟୀକାକରଣ ନିମନ୍ତେ ଜିଲ୍ଲାରେ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ସହଯୋଗରେ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରୁ ବାହାରିଛି। ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟରେ…

ରାଜବୋଡାସମ୍ବର କୃଷକ ସଂଗଠନ ର ବୈଠକ ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)- ମଙ୍ଗଳବାର ଦିବା ୨ ଘଣ୍ଟା ସମୟରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ର ଆବାହକ ଅଶୋକ ସାହୁ ଙ୍କ ନେତୃତ୍ୱରେ ପଦ୍ମପୁର ଗୋରୁବଜାର ଠାରେ ପଦ୍ମପୁର,ଗାଇସିଲେଟ, ଝାରବନ୍ଧ,ପଦ୍ମପୁର ଏନଏସି, ପାଇକମାଲ ବ୍ଲକ ର ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ର ନେତୃ ମଣ୍ଡଳୀ ଙ୍କୁ ନେଇ ଏକ…

କଫସିରପ ଜବତ : ଜଣେ ଗିରଫ ।

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ପୋଲିସ ପେଟ୍ରୋଲିଂ ସମୟରେ ପଦ୍ମପୁର ସାହୁପଡାର ନିର୍ମଲେନ୍ଦୁ ସାହୁ ଓରଫ ସମିର ରାଜବୋଡାସମ୍ବର ବ୍ଲକ ସାଇଡ ରାସ୍ତାରେ କଫସିରପ ବିକ୍ରୀ କରୁଥିବା ସମୟରେ ତାଙ୍କୁ କାବୁ କରିନେଇଥିଲେ । ତାଙ୍କ ପାଖରୁ ୨୦ଲିଟର କଫସିରପ, ୨୦ବୋତଲ ସିଲ୍ କଫସିରପ, ୪ଷ୍ଟ୍ରିପ…

ଏବିଭିପିର ରାଜ୍ୟ କମିଟିରେ ଖୋର୍ଦ୍ଧାରୁ ତିନିଜଣ

ରବି ନାରାୟଣ ସାହୁ ଙ୍କ ରିପୋର୍ଟ(ଖୋର୍ଦ୍ଧା)--ବିଶ୍ୱର ସର୍ବ ବୃହତ୍ତମ ଛାତ୍ର ସଂଘଠନ ୨୦୨୨-୨୩ ଏବିଭିପି ର ଖୋର୍ଦ୍ଧା ଜିଲ୍ଲାରୁ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ଖୋର୍ଦ୍ଧା କ୍ଷେତ୍ର ବାସୀ ଡି. ଏ. ଭି ମହାବିଦ୍ୟାଳୟ ର ଛାତ୍ର ସାଗର ପରିଡା, ଜଗନ୍ନାଥ ମହାବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ…