ଖୋର୍ଦ୍ଧା/ରବି ନାରାୟଣ ସାହୁ- ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ୨ନମ୍ବର ଯୋନର ଜିଲ୍ଲା ପରିଷଦ ବିଜେଡି ପାର୍ଥି ପାଇଁ ରାଜ୍ୟ ସଭା ସଂସଦ ମୁନ୍ନା ଖାଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ | ସାଂସଦଙ୍କ ସହ ଖୋର୍ଦ୍ଧାର ବିଧାୟକ ଜିତୁ ମିତ୍ର, ପ୍ରଫୁଲ୍ଲ କୁମାର ଦଳେଇ ପ୍ରମୁଖଙ୍କୁ ବିଶାଳ ମାରାଥନ ରାଲି ପଲା ଗ୍ରାମରୁ ବାହାରି ୨ନମ୍ବର ଯୋନର ସମସ୍ତ ଗ୍ରାମ ରାଲି ଅତିକ୍ରମ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ |
Sign in
Sign in
Recover your password.
A password will be e-mailed to you.
Next Post