ବିଜେପିର ମିଶ୍ରଣ ପର୍ବ

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା କୋମନା ବ୍ଲକ ଜିଲ୍ଲା ପରିଷଦ ୧ ନମ୍ବର ଜୋନ ମିଛାପାଲିଠାରେ ବିଜେପିର ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇ ଯାଇଛି । ପ୍ରଧାନମନ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ଦଳର ଶତାଧିକ କର୍ମୀ ବିଜେପିରେ…

ଚିଟଫଣ୍ଡ ଜମାକାରୀ ଘେରିଲେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ପଦ୍ମପୁର (ଶାସକପ୍ରଶାସକ)-ଓଡିଶା ରାଜ୍ୟରେ ବାରଶହ ରୁ ଉର୍ଦ୍ଧ ଚିଟଫଣ୍ଡ କମ୍ପାନୀ ପ୍ରାୟ ୪୦ ହଜାର ରୁ ଅଧିକ ଜମାକାରୀ ଙ୍କୁ ଠକିବାରେ ରାଜ୍ୟ ସରକାର ଓ ରାଜନୈତିକ ନେତୃବୃନ୍ଦ ସହାୟକ ହୋଇଥିବା ଘଟଣା ଟି ପ୍ରଘଟ ହୋଇଯିବା ପରେ ସରକାର ଙ୍କ ପକ୍ଷରୁ ଚିଟଫଣ୍ଡ କମ୍ପାନୀ ର କାର୍ଯ୍ୟାଳୟ ଗୁଡିକ…

ଉଦୟନାଥ ଫର୍ଣ୍ଣିଚର ତରଫରୁ ମାସିକ କିସ୍ତି ଯୋଜନାର ୫ମ ଲକି ଡ୍ର’ ଉଠାଣ

ପଦ୍ମପୁର :- ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୫ମ ଲକି ଡ୍ର' ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରଗଡ଼ର ରାଜେଶ କୁମାର ସାହୁ |ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର…

ବିଶ୍ୱଜିତ୍ ସାହୁ ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ

ଭୁବନେଶ୍ୱର (ଶାସକ ପ୍ରଶାସକ) ଭାରତୀୟ ରେଳପଥ ଷ୍ଟୋର ସର୍ଭିସ୍ (ଆଇଆରଏସଏସ) 2013 ବ୍ୟାଚର ଅଧିକାରୀ ଶ୍ରୀ ବିଶ୍ୱଜିତ୍ ସାହୁ ପୂର୍ବ ତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ (ସିପିଆରଓ) ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି | ମରିସସ୍ ରେଳବାଇକୁ ଡେପୁଟେସନରେ ବିଦେଶ ଯାଉଥିବା…

ଚୋରା ଚାଲାଣ ବେଲେ ତିନି ଲକ୍ଷ ଟଙ୍କାର ନିଶା ଔଷଧ ସହ ମାରଣାସ୍ତ୍ର ଜବତ, ଦୁଇ ଗିରଫ ।

ପଦ୍ମପୁର (ଶାସକ ପ୍ରଶାସକ)-ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୋଟିଏ ଟିମ ନିଶା ଔଷଧ ଚୋରା ଚାଲାଣ ବିରୁଦ୍ଧରେ ଚଢ଼ାଉ କରି ଗୋଟିଏ ଜାଏଲୋ ଗାଡ଼ିକୁ କଫସିରଫ ସହ ଜବତ କରିଥିଲେ ଏବଂ ଦୁଇଜଣଙ୍କୁ ଗିରଫ କରିଥିଲେ । ଦୁଇ…

ସଡକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ ଉଦ୍‌ଘାଟିତ

ଦୁର୍ଘଟଣା ର ଶୀକାର ହୋଇଥିବା ଲୋକଙ୍କ ଜୀବନ ବଞ୍ଚାଇ ବା ଠାରୁ ପୁଣ୍ୟ ଆଉ କିଛି ନାହିଁ । ରାଜ୍ୟସ୍ତରରେ ଏଭଳି ତାଲିମ କାର୍ଯ୍ୟକ୍ରମ ପ୍ରଥମ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ ପାଇବେ ତାଲିମ ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର…

ମୁଖ୍ୟମନ୍ତ୍ରୀଙ୍କର ବରଗଡ଼ ଗସ୍ତ: ଚାଲିଛି ଜୋରଦାର ପ୍ରସ୍ତୁତି

ବରଗଡ :- ବରଗଡ ଜିଲ୍ଲା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କର ଗସ୍ତ କୁ ନେଇ ଚଳଚଞ୍ଚଳ ହୋଇ ଉଠିଛି । ଆସନ୍ତା ତେର ତାରିଖରେ ମୁଖ୍ୟମନ୍ତ୍ରୀ ଙ୍କର ବରଗଡ଼ ଗସ୍ତ , ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ…

ନୂତନ ଜ଼ିଲ୍ଲା ଲୋକ ସମ୍ପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ I

ସମ୍ବଲପୁର (ସନ୍ଦୀପ ଶର୍ମା): ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ଫକୀର ମୋହନ ମାଝୀ ଦାୟିତ୍ଵ ଗ୍ରହଣ କରିଛନ୍ତି I ସମ୍ବଲପୁର ଜ଼ିଲ୍ଲାର କୁଚିଣ୍ଡା ଏସ୍‌ଡିପିଆରଓ ଭାବେ ଶ୍ରୀ ମାଝୀଙ୍କ କାର୍ଯ୍ୟ କରିବାର ପୂର୍ବରୁ ଅନୁଭବ ରହିଛି I ଏହା ପୂର୍ବରୁ ସେ…

କଟକ ଡ୍ରେନେଜ ବିଭାଗ ଉପରେ ୫ଟି ଓ ମୋ ସରକାର ଯୋଜନା ଲାଗୁ ତ !!

ଏକର ଏକର ଚାଷ ଜମି ନଷ୍ଟ ; ଚେଇଁ ଶୋଇଲା ଭଳି ଅଭିନୟ କରୁଛନ୍ତି ଡ୍ରେନେଜ ବିଭାଗ ଯନ୍ତ୍ରୀ । ନିଶ୍ଚିନ୍ତକୋଇଲି/ମାହାଙ୍ଗା(ଶାସକ ପ୍ରଶାସକ) -ରାଜ୍ୟ ସରକାର ରାତି ପାହିଲେ ଯୋଜନା ଉପରେ ଯୋଜନା କରିବାରେ ବ୍ୟସ୍ତ । ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଠାରୁ ଆରମ୍ଭ କରି ୫ଟି ଯୋଜନା କରି ବିକାଶ…

ଘର ଘର ବୁଲି କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି

https://youtu.be/M6LlikevdXQ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେଶବ୍ୟାପୀ କୋଭିଡ୍ ମହାମାରୀ ଏ ପର୍ଯ୍ୟନ୍ତ ଥମିବାର କୌଣସି ନାଁ ନେଉନି । ଗଜପତି ଜିଲ୍ଲାରେ ମଧ୍ୟ ଏହି କୋଭିଡ୍ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବେ କୋଭିଡ୍ ମୁକ୍ତ ହୋଇନାହିଁ ।…