ସ୍ଵାସ୍ଥ୍ୟ ସେବା ସାତ ସପନ : ଭୂତକୋଠି ପାଲଟିଛି କାହ୍ମୁଗୁଡା ସ୍ୱାସ୍ଥ୍ୟ ଉପ କେନ୍ଦ୍ର।

୫ ବର୍ଷ ହେଲା ପାଣି ଖାଉଛି କାହ୍ମୁଗୁଡା ସ୍ଵାସ୍ଥ୍ୟ ଉପ କେନ୍ଦ୍ର କୋଠା ଘର କାଶୀପୁର ଟିକିରିରୁ ବୈକୁଣ୍ଠ ଦୁରିଆ :କାଶିପୁର ବ୍ଲକର ଗୋରଖପୁର ପଞ୍ଚାୟତ କାହ୍ମୁଗୁଡା ଗ୍ରାମରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ରହିଛି ।ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏଵେ ଭୂତ କୋଠି ପାଲଟିଛି। ସ୍ଵାସ୍ଥ୍ୟ ସେବା ପାଇଁ…

ଆଳୁ ଖୋଳୁ ଖୋଳୁ ମହାଦେବ : ମହାଲିଙ୍ଗ କଲେଜର ଜଣେ ଛାୟା ମାଲିକ ଥିଲେ ଭକ୍ତ ଦାସ !

ବିଜେଡି ଖୋଲିଲା ଡୋରି : ମହାଲିଙ୍ଗ କଲେଜ ଚଳାଉଥିବା ଟ୍ରଷ୍ଟର ମୁଖ୍ୟ ଭକ୍ତଙ୍କ ପୁଅ ବିଜେପି ଇଶାରାରେ କାମ କରୁଛନ୍ତି ଭକ୍ତ ଦାସ: ବିଜେଡି ଭୁବନେଶ୍ୱର: ବିଗତ ଦୁଇ ଦିନର ସାମ୍ବାଦିକ ସମ୍ମିଳନୀରେ ଆମେ କହିଥିଲୁ ଯେ ଓଡିଶା କଂଗ୍ରେସ ହେଉଛି ଓଡିଶା ବିଜେପିର ବି-ଟିମ୍ । ତେବେ ଆଶ୍ଚର୍ଯ୍ୟର…

ଆଇନ ସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସେବା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜିଲ୍ଲା ପ୍ରଶାସନର ସହଯୋଗରେ ଶନିବାର ଦିନ ସ୍ଥାନୀୟ ଗ୍ରାମଣୀ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ…

ବିବେକାନନ୍ଦ ଅନାଥାଶ୍ରମ ପରିସରରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଗୋ-ପୂଜନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ରମ୍ପା ପଞ୍ଚାୟତ ଅନ୍ତର୍ଗତ ଏସ୍.ଉରୁଡା ଗ୍ରାମ ସ୍ଥିତ ବିବେକାନନ୍ଦ ଅନାଥାଶ୍ରମ ପରିସରରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଗୋଷ୍ଠାଷ୍ଟମୀ ତଥା ଗୋ-ପୂଜନ ଉତ୍ସବ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଯାଇଛି। ଏହି…

ଓଏଲ୍ଆଇସି ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ ସୁବର୍ଣ୍ଣପୁର ଉଠା ଜଳସେଚନ ଡିଭିଜନ ଗସ୍ତ

କ୍ଷେତ୍ର ପରିଦର୍ଶନ ସହ ନେଲେ ଅଫିସରଙ୍କ ବୈଠକ ନିର୍ମାଣାଧିନ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ସହ ମରାମତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର/ସୁବର୍ଣ୍ଣପୁର(ଶାସକ ପ୍ରଶାସକ): ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଆଜି ସୁବର୍ଣ୍ଣପୁର ଜିଲ୍ଲା…

ବଡବିଲ ପ୍ରେସ କ୍ଲବର ନିର୍ବାଚନ:ଦେବକାନ୍ତ ସଭାପତି ନିର୍ବାଚିତ

ବଡ଼ବିଲ (ଶାସକ ପ୍ରଶାସକ): କେନ୍ଦୁଝର ଜିଲ୍ଲା ବଡବିଲ ପ୍ରେସ କ୍ଲବର ସାଧାରଣ ପରିଷଦ ନିର୍ବାଚନ ଶନିବାର ଦିନ କ୍ଲବ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ନିର୍ବାଚନର ମତଦାନ ସମୟ ପୂର୍ବାହ୍ନ ୧୦ ଟା ୩୦ ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା ବେଳେ ନିର୍ଦ୍ଧାରିତ ସମୟ…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର : ସମଗ୍ର ପୂର୍ବ ଉପକୂଳରେ ଟ୍ରଫ୍ ଲାଇନ୍ ପ୍ରଭାବ ଯୋଗୁଁ ଓଡ଼ିଶାର ବିଭିନ୍ନ ଅଂଚଳରେ ବର୍ଷା ଜାରି ରହିଥିବା ବେଳେ ବଙ୍ଗୋପସାଗରରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧିବାରେ ଲାଗିଛି । ଯାହାର ପ୍ରଭାବରେ ଆସନ୍ତା ସପ୍ତାହରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଆଜି ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଦ୍ୟାବଧି ମିଳିଥିବା ରିପୋର୍ଟ ଅନୁସାରେ ଭେଙ୍ଗରାଜପୁର ଗ୍ରାମପଞ୍ଚାୟତ ଝେଙ୍ଗନାଦିହି ଗ୍ରାମର ତିନି ଜଣ ଯୁବକ ଏକ ବାଇକ ରେ ଯାଉଥିବା ସମୟରେ ପାଇକମାଲ ଯମୁନା କନ୍ଧୁଣି ସ୍କୁଲ ପାଖରେ ଦୁର୍ଘଟଣାର…

ଅଙ୍ଗନବାଡି ନାହିଁ : ବାରଣ୍ଡାରେ ଚାଲିଛି ପାଠ ପଢ଼ା, ପିଲାଙ୍କ ଭବିଷ୍ୟତ ସହ ଖେଳ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ଗୋଷ୍ଠୀକେନ୍ଦ୍ର ବାରଣ୍ଡାରେ ଦେଶର ଭବିଷ୍ୟତ। ଦୀପତଳ ଅନ୍ଧାର ଭଳି ଗୁଗୁରୁପାଙ୍ଗାରୋ ଗୋଷ୍ଠୀକେନ୍ଦ୍ର ବାହାରେ ଦୟନୀୟ ଅବସ୍ଥାରେ ଜୀବନର ଶିକ୍ଷା ଆରମ୍ଭ କରୁଛନ୍ତି କୋମଳମତି ଶିଶୁମାନେ। ଦୀର୍ଘ ଦିନଧରି ଆ ଘର ତା ପିଣ୍ଡା ହେବାପରେ ଏବେ ଗୋଷ୍ଠୀ କେନ୍ଦ୍ର…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ବରଗଡ ଜିଲ୍ଲା

୨୦୨୩ ସେପ୍ଟେମ୍ବର ସୁଦ୍ଧା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରୁ ଚାଷୀ ପାଇବେ ପାଣି ବରଗଡର ଚାଷୀ ଓ ବୁଣାକାରମାନଙ୍କ ଦକ୍ଷତାକୁ ମୋର ପ୍ରଣାମ – ମୁଖ୍ୟମନ୍ତ୍ରୀ ଜିଲ୍ଲାର ୩ ଲକ୍ଷ ୬୪ ହଜାର ପାଇବେ ସ୍ମାର୍ଟ କାର୍ଡର ସୁବିଧା ବିଜେପୁରର ୭୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ…