ସେନା ମେଡାଲ ବ୍ରିଗେଡିୟର ଭିଗ୍ନେଶ ମହାନ୍ତିଙ୍କ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର (ଶାସକ ପ୍ରଶାସକ) : ବ୍ରିଗେଡିୟର ଭିଗ୍ନେଶ ମହାନ୍ତି( ସେନା ମେଡାଲ),କମାଣ୍ଡର ଛତିଶଗଡ-ଓଡିଶା ସବ୍ ଏରିଆ (କୋସା), ଆଜି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନ ଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ପ୍ରକାଶ ଥାଉକିମହାମହୀମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ…

ବଡ଼ଚଣା ରେ ସରିଲା ମତଦାନ : ଚାଲିଲା ଅଙ୍କ କଷା

ଯାଜପୁର ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ବଡ଼ଚଣା ବ୍ଲକର ସମସ୍ତ ପଂଚାୟତରେ ଗତ ଅଠର ତାରିଖରେ ସରିଲା ମତ ଦାନ | ଏବେ ଚାଲିଛି ଅଙ୍କକଷା | କେଉଁ ପ୍ରାର୍ଥୀର କେତେ ଭୋଟ | ମତ ଦାନ ବେଳେ କେତେକ ପଂଚାୟତ ମାନଙ୍କରେ ଗଣ୍ଡଗୋଳ ହୋଇଥିଲା ବେଳେ ବ୍ଲକ ପ୍ରଶାସନର ପାରିବା ପଣିଆ ଉପରେ ସାଧାରଣ ଜନତା…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ “ବିଶ୍ବ ମାତୃଭାଷା ଦିବସ” ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ "ବିଶ୍ବ ମାତୃଭାଷା ଦିବସ" ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତାକ୍ଷର , ବତ୍କୃତା , ପ୍ରବନ୍ଧ , ଅନ୍ତାକ୍ଷରୀ , ଆଶୁ କବିତା ଲିଖନ , ପୁସ୍ତକ ପଠନ…

ସାମ୍ବାଦିକ ଆକ୍ରମଣକୁ ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନ ପୁରୀ ଶାଖା ପକ୍ଷରୁ ନିନ୍ଦା

ପୁରୀ/ଅନିମେଶ ପଟ୍ଟନାୟକ: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲୁଥିବା ବେଳେ ଆକ୍ରମଣର ଶିକାର ହେଉଛନ୍ତି ସାମ୍ବାଦିକମାନେ । ଯାଜପୁରର ବିଞ୍ଝାରପୁର ହେଉ ଅବା ପୁରୀର କଣାସ-ଡେଲାଙ୍ଗ ହେଉ । ଖବର ସଂଗ୍ରହ ହେବେ ଆକ୍ରୋଶର ଶିକାର ହେଉଛନ୍ତି ସାମ୍ବାଦିକ। ହେଉଛି ମାରଣାନ୍ତକ ଆକ୍ରମଣ । ଏପରି ଅନେକ…

ମାଓ ବାଦୀ ନାମରେ ଚାନ୍ଦା ମାଗୁ ଥିବା ଦୁଇ ଅଭିଯୁକ୍ତ ଗିରଫ

କାଶୀପୁର ରୁ ବୈକୁଣ୍ଠ ଦୁରିଆ:  ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ପୁଲିସ ଆଜି ମାଓ ବାଦୀ ନାମରେ ଧମକ ଚମକ ଦେଇ ଚାନ୍ଦା ମାଗୁ ଥିବା ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କ ଠାରୁ ଦୁଇଟି ମୋବାଇଲଜବତ କରିଛି ।ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ଆଶଙ୍କା ରେ ଅଭିଯୁକ୍ତ ନାମ…

“ଆମ ମାତୃଭାଷା ଆମର ପରିଚୟ”

ରାଉରକେଲା(ବସନ୍ତ କୁମାର ଜେନା): ଆନ୍ତର୍ଜାତିକ ମାତୃଭାଷା ଦିବସ ଉପଲକ୍ଷେ ଓଡିଆ ଭାଷା ବିକାଶ ମଞ୍ଚ, ରାଉରକେଲା ତରଫରୁ ସେକ୍ଟର ୧୯ ଆମ୍ବାଗାନ ପାଖ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ଏକ ସଭା ଆୟୋଜନ କରଯାଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଉତ୍କଳ ବିଶ୍ଵ ବିଦ୍ୟାଳୟର…

ଆଘାତପ୍ରାପ୍ତ ମନୀଷାଙ୍କ ଯନ୍ତ୍ରଣା ପାଇଁ ମଲମ ସାଜିଲା ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା ଓ ପ୍ରେରଣା

କଳିଙ୍ଗ ଷ୍ଟାଡିଅମରେ  ଯୁବ ମହିଳା ଫୁଟବଲ ଖେଳାଳୀଙ୍କୁ ଉତ୍ସାହିତ କଲେ ମୁଖ୍ୟମନ୍ତ୍ରୀ ଖୁସିରେ ବିଭୋର ମନୀଷା ଦୃଢ ମନୋବଳ ସହ ଆଗକୁ ବଢିବାକୁ ପ୍ରସ୍ତୁତ ଭୁବନେଶ୍ବର(ଶାସକ ପ୍ରଶାସକ) : ମନୀଷା ନାୟକ । ସ୍ପୋର୍ଟସ ଓଡିଶା ଟିମ୍‌ର ୧୮ ବର୍ଷ ବୟସ୍କା ଫୁଟବଲ ଖେଳାଳୀ। ଅନେକ…

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି “ଓଡିଶା ମୋ ପରିବାର”

ବିଜୁବାବୁଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ମାର୍ଚ୍ଚ ୫ତାରିଖରୁ ରାଜ୍ୟବ୍ୟାପୀ “ଅଙ୍ଗ ଦାନ ପଞ୍ଜିକରଣ ” ଶିବିର ଭୁବନେଶ୍ୱର(ଶାସକ ପ୍ରଶାସକ) - ସମଗ୍ର ବିଶ୍ୱରେ ବିପନ୍ନ ଓଡିଆଙ୍କୁ ସହାୟତା,ଅସହାୟ ରୋଗୀଙ୍କୁ ଉପଯୁକ୍ତ ସମୟରେ ରକ୍ତ ଯୋଗାଇବା, ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ…

ଗୁଡ଼ ସମାରୀଟନ ଆୱାର୍ଡ଼ ପାଇବେ ଯୁବ ସାମ୍ବାଦିକ ଡିଲେଶ୍ୱର

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ବୁଢ଼ୀମାଲ ଛକ ଠାରେ ରବିବାର ସକାଳ ୯ଟା ସମୟରେ ବାଇକ ଓ ଲୁନା ମୁହାଁମୁହିଁ ହୋଇ ଧକ୍କା ହୋଇଥିଲା।ଠୀକ ସେ ସମୟରେ ପଦ୍ମପୁର ଅଂଚଳର ଜଣାଶୁଣା ସ୍ବେଚ୍ଛାସେବୀ ତଥା ବଡ଼ ଖବର ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ ବିଜେପୁର ଅଂଚଳରେ ହେଉଥିବା…

କିଟରେ ୮୧ତମ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ମହିଳା ଚାମ୍ପିଅନ୍‍ସିପ୍‍ ଆରମ୍ଭ

କ୍ରୀଡ଼ାରେ ମଧ୍ୟ ଭବିଷ୍ୟତ ଅଛି: ଦୂତି ଚାନ୍ଦ ଭୁବନେଶ୍ୱର: ପ୍ରଥମଥର ଲାଗି ଓଡ଼ିଶାରେ ୮୧ତମ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ମହିଳା ଚାମ୍ପିଅନ୍‍ସିପ୍‍ କିଟ୍‍ ବିଶ୍ୱବିଦ୍ୟାଳୟରେ ସୋମବାର ଉଦ୍‍ଘାଟିତ ହୋଇଯାଇଛି। ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, କିସ୍‍…