ପକ୍ଷୀମାନଙ୍କୁ ଲୋକଙ୍କ ନିକଟତର କରାଇବାକୁ ଟାଟା ଷ୍ଟିଲ ମାଇନିଂର ପ୍ରୟାସ
ସୁକିନ୍ଦା କ୍ରୋମାଇଟ୍ ଖଣି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଓ ପକ୍ଷୀ ଚିହ୍ନଟ ଅଭିଯାନ
କମ୍ପାନୀର ପ୍ରତ୍ୟେକ ଖନନ କ୍ଷେତ୍ରରେ ପକ୍ଷୀ ବସା ପାଇଁ ୨୦୦ ବାକ୍ସ ସ୍ଥାପନ କରାଯିବ
ସୁକିନ୍ଦା(ଶାସକ ପ୍ରଶାସକ) : ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଏହାର ସୁକିନ୍ଦା କ୍ରୋମାଇଟ୍…