ଭାରତୀୟ ମଜଦୁର ସଂଘ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ
ରାୟଗଡରୁ ସରୋଜ କୁମାର ସାହୁ: ଭାରତୀୟ ମଜଦୁର ସଂଘ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ରାୟଗଡ ଜିଲ୍ଲାର ୧୧ ଗୋଟି ବ୍ଳକରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଥିଲେ । ସେହିଭଳି ଜିଲ୍ଲା ସ୍ତରୀୟ ପାଳନ ଉପଲକ୍ଷେ ଶ୍ରୀମତୀ ଜୟନ୍ତୀ ପଦ୍ମଲାୟ ସାହୁ ଏବଂ…