ସମାଜକୁ ସୁଧାରିବାରେ ସାହିତ୍ୟ ସକ୍ଷମ
"ସିଦ୍ଧାନ୍ତ" ବାର୍ଷିକୋତ୍ସବରେ ବକ୍ତା ମାନଙ୍କ ଅଭିମତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ " ସିଦ୍ଧାନ୍ତ"ର ବାର୍ଷିକୋତ୍ସବ ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ…