୬ ମାସ ୨୧ ଦିନରେ ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ
ପୁରୀ, ୫/୭ (ଅନିମେଶ ପଟ୍ଟନାୟକ): ଶ୍ରୀଜଗନ୍ନାଥଙ୍କ ସେବା ପରମ୍ପରାରେ ଆଉ ଏକ ନିଆରା ଅଧ୍ୟାୟ ଯୋଡ଼ିଛନ୍ତି ମାତ୍ର ୬ ମାସ ୨୧ ଦିନ ବୟସର ଶିଶୁ ଶ୍ରୀଅଂଶ ଦାସ ମହାପାତ୍ର। ସେ ବର୍ତ୍ତମାନ ଶ୍ରୀମନ୍ଦିରର ସର୍ବକନିଷ୍ଠ ଦଇତାପତି ସେବକ ଭାବେ ମହାପ୍ରଭୁଙ୍କ ଅଣସର ସେବାରେ ଯୋଗଦେଇଛନ୍ତି।…