ସହରରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ପୌରାଧକ୍ଷା ପ୍ରାର୍ଥୀ ମିଲନୀଙ୍କୁ ଭୋଟ ଦିଅନ୍ତୁ – ନରସିଂହ

ୱାର୍ଡ ନଂ୨କଂଗ୍ରେସ ପ୍ରାର୍ଥିନୀ ସୁଜାତା ଓ ୧୯ନଂରେ ସତ୍ୟବ୍ରତଙ୍କ ପାଇଁ ନରସିଂହ ପ୍ରଚାର ବଲାଙ୍ଗିର: ଅଂଚଳର ବିକାଶ ପାଇଁ ଲୋକେ ୨୦୧୪ ମସିହାରେ ବଡ ପରିବର୍ତ୍ତନ ଆଣିଥିଲେ। ତା ପରେ ଆମ ସହର ବିକାଶ ଧାରା ରେ ଆଗଇ ଆଗାଇ ଚଲିଛି। ସହରର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ପ୍ରତ୍ୟେକ…

ଝାଡେଶ୍ୱରପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଓ ସମିତିସଭ୍ୟା ଭାବେ ଦାୟିତ୍ୱ ଗ୍ରହଣ କଲେ ଅନିଲ ଓ ପୁଷ୍ପଲତା ।

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱରପୁର ଗ୍ରାମ ପଞ୍ଚାୟତ ବାସୀଙ୍କ ଦୃଢ ସମର୍ଥନ ରେ ପଞ୍ଚାୟତ ସରପଞ୍ଚ ଭାବେ ଅନିଲ କୁମାର ଦଳାଇ ଓ ସମିତିସଭ୍ୟା ପ୍ରାର୍ଥୀନୀ  ଭାବେ ପୁଷ୍ପଲତା ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଦାୟିତ୍ବ ଗ୍ରହଣ କଲାପରେ ସରପଞ୍ଚ ଓ…

ଇଣ୍ଡିଆ ବୁକ୍ ପରେ ଇଣ୍ଟରନ୍ୟାସନାଲ ବୁକରେ ସ୍ଥାନ ପାଇଲେ ବାସୁଦେବପୁରର କୁନି ଅନ୍ଵେଷା

ବାସୁଦେବପୁର- ଇଣ୍ଡିଆ ବୁକ ପରେ ଇଣ୍ଟରନ୍ୟାସନାଲ ବୁକରେ ସ୍ଥାନ ପାଇଲେ ବାସୁଦେବପୁର ଅଞ୍ଚଳର କୁନି ଛାତ୍ରୀ ଅନ୍ଵେଷା ସାହୁ। ଅନେଷା ବାସୁଦେବପୁର ଅଞ୍ଚଳର ରୋଜାଲିନ ସାହୁ ଓ ମନୋଜ ସାହୁଙ୍କ କନ୍ୟା ଯାହାଙ୍କର ବୟସ ୫ବର୍ଷ । ବାସୁଦେବପୁର ର ବିସ୍ମୟ ବାଳିକା ଅନ୍ଵେଷା ସାହୁଙ୍କୁ ବିଭିନ୍ନ ମହଲ ରୁ…

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ସଫଳ; ସାଉଦି ଆରବରୁ ଫେରିଲା ଓଡିଆ ଯୁବକଙ୍କ ମରଶରୀର

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଆଜି ସାଉଦି ଆରବରେ ମୃତ ଓଡିଆ ଯୁବକ ଶୁଭକାନ୍ତ ପ୍ରଧାନଙ୍କ ମରଶରୀର ତାଙ୍କ ଗ୍ରାମରେ ପହଞ୍ଚିଛି। ଶୁଭକାନ୍ତଙ୍କ ମରଶରୀର ଫେରାଇଆଣିବା ପାଇଁ ସାଉଦି ଆରବରେ ଅବସ୍ଥାପିତ ଭାରତୀୟ…

ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ନିଲମ୍ବିତ ହେଲେ ବିଜେଡି ଉପସଭାପତି

ଭୁବନେଶ୍ୱର : ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହେଲେ କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି ରବୀନ୍ଦ୍ର କୁମାର ଦାସ । ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ଦାସଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ବୋଲି ଦଳର ସାଧାରଣ ସମ୍ପାଦକ (…

ପୌର ନିର୍ବାଚନ-2022 ନିମନ୍ତେ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଖୋର୍ଦ୍ଧାଜିଲ୍ଲାପାଳଙ୍କ ବୈଠକ

ଖୋର୍ଦ୍ଧା-ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ଜଟଣୀ ମ୍ୟୁନିସିପାଲିଟି, ବାଲୁଗାଁ ଓ ବାଣପୁର ଏନ୍.ଏ.ସି ର ଅଧ୍ୟକ୍ଷ ଏବଂ କାଉନସିଲର ନିର୍ବାଚନ ନିମନ୍ତେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଏକ ବୈଠକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ…

ଆମ ଜଙ୍ଗଲ ଯୋଜନାର ସଭାଗୃହ ଉଦ୍ଘାଟନ

ଗାଇସିଲାଟ-ଗାଇସିଲାଟ ବ୍ଳକ ଅନ୍ତର୍ଗତ ଚିଖିଲି ଗ୍ରାମ ପଞ୍ଚାୟତ ର କମଲପଦର ଗାଁ ରେ ଓଡ଼ିଶା ସରକାର ବନ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନା ର ଏକ ସଭାଗୃହ ୪ଲକ୍ଷ୧୦ହଜାର ଟଙ୍କା ରେ ନିର୍ମାଣ ହୋଇଥିଲା।ଯାହାର କି ଆଜି ଘେଁସ ବନାଞ୍ଚଳ ର ମେଲଛାମୁଣ୍ଡା ବନପାଲ ରମେଶ ପଧାନ ଙ୍କ ତତ୍ବାବଧାନରେ ଚାଷୀ…

ସରକାରୀ କଳ ଏବଂ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀଙ୍କ ସହାୟତାରେ ନିର୍ବାଚନ ଲଢୁଛି ଶାସକ ବିଜେଡି:…

ପଦ୍ମପୁର ଏବିଡିଓଙ୍କ ପତ୍ନୀ ହେଉଛନ୍ତି ଶାସକ ବିଜେଡିର ଚେୟାରମ୍ୟାନ ପ୍ରାର୍ଥୀ କାର୍ଯ୍ୟରତ ଏବିଡିଓଙ୍କୁ ତୁରନ୍ତ ବଦଳି କରାଯାଉ ଭୁବନେଶ୍ୱର : ସରକାରୀ କଳ ଏବଂ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀଙ୍କ ସହାୟତାରେ ଶାସକ ବିଜେଡି ନିର୍ବାଚନ ଲଢୁଛି। ଏହାର ଏକ…

ଯୋଡ଼ା ଖଣି ଅଂଚଳର ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ସଚେତନତା ଓ ଆଲୋଚନା କାର୍ଯ୍ୟକ୍ରମ

ଯୋଡ଼ା: ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆଜାଦୀ କା ଅମୃତ ମହୋତ୍ସବର ଆଇକନିକ୍ ସପ୍ତାହ ପାଳନର ଅଂଶ ସ୍ୱରୂପ ଉପ ମୁଖ୍ୟ ଶ୍ରମ ଆୟୁକ୍ତ (କେନ୍ଦ୍ରୀୟ), ଭୁବନେଶ୍ୱରଙ୍କ ଯୋଡ଼ା ଖଣି ଅଂଚଳରେ ଯୋଡ଼ାର ଟାଟା ଷ୍ଟିଲ୍ ଲିମିଟେଡ୍ର ଯୋଡ଼ା ୱେଷ୍ଟ ଅଡିଟୋରିୟମରେ ଶ୍ରମିକ ଓ…

ନାବାଳକର ମୃତ୍ୟୁ କୁ ନେଇ ଉତ୍ତେଜନା

ମୁଖ୍ୟ ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ ବରଗଡ :- ସନ୍ଧ୍ୟା ସମୟରେ ପାଇକମାଲ ବ୍ଲକ କୋକନରା ଗ୍ରାମରେ ହୋଇଥିବା ସଡକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ନାବାଳକ ର ମୃତଦେହ ପାଇକମାଲ ମଝି ଛକରେ ରଖି ପାଇକମାଲ ଅଞ୍ଚଳର ଲୋକେ ରାସ୍ତା ଅବରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ ମୃତ ନାବାଳକ ର…