ବେଆଇନ୍ ବାଲି ଗୋଦାମ ଉପରେ ଚଢ଼ାଉ ; ବିପୁଳ ପରିମାଣର ବାଲି ଜବତ
ବେଲଗୁଣ୍ଠା,୦୬/୦୭-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଖଣି ବିଭାଗ,ରାଜସ୍ବ ବିଭାଗ ଏବଂ ଗାଙ୍ଗପୁର ପୋଲିସ୍ ବାହିନୀ ପକ୍ଷରୁ ମିଳିତ ଚଢାଉ କରାଯାଇ ଏକ ବେଆଇନ୍ ବାଲି ଗୋଦାମକୁ ଜବତ କରାଯାଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ବେଲଗୁଣ୍ଠା ତହସିଲ୍ ଅଂଚଳ ର ସବୁ ବାଲି ଘାଟ ରେ ଏହି ପରି ବେଆଇନ…