ଅବହେଳିତ ୪ଟି ବୃହତ ସାଗର ଅଞ୍ଚଳର ବିକାଶ ପାଇଁ ସର୍ବୋଚ୍ଚ ଯନ୍ତ୍ରୀ,ଅନ୍ୟ ମୁଖ୍ୟଯନ୍ତ୍ରୀମାନଙ୍କ ସାଗର ଅଞ୍ଚଳକୁ ଗସ୍ତ ଓ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଳସେଚନ କ୍ଷେତ୍ରରେ ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡି ରହିଥିବା ଗଜପତି ଜିଲ୍ଲାର ୪ଟି ବୃହତ ସାଗରର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ବିଜୟ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟଯନ୍ତ୍ରୀ…

୫୦ ଘଣ୍ଟା ପରେ ଡ୍ୟାମରୁ ମିଳିଲା ମୃତଦେହ

କାଶୀପୁର ରୁ ବୈକୁଣ୍ଠ ଦୁରିଆ ଙ୍କ ରିପୋର୍ଟ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତସଦର ସ୍ଥିତ ଚେକ ଡ୍ୟାମରେ ଗତ ଶନିବାର ବୁଡ଼ି ଯାଇଥିବା ହରେକୃଷ୍ଣ ଝୋଡ଼ିଆଙ୍କ ମୃତ ଦେହକୁ ଆଜି ଓଡ୍ରାଫ ଟିମ ଉଦ୍ଧାର କରିଛି । ହରେକୃଷ୍ଣ ପାଣିରେ ବୁଡ଼ି ଯିବାର ଦୀର୍ଘ ୫୦ଘଣ୍ଟା ପରେ ଆଜି ଶବକୁ…

ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଓ ଗାଡି ମାଲିକଙ୍କ ମିଳିତ ବୈଠକ।

ବୁଗୁଡା(ଡ଼. କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ବ୍ଲକର ଗୋଲିଆରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ଓଡିଶା ଆଦର୍ଶ ବିଦ୍ୟାଳୟ ଏକ ଦିବାଧ୍ୟାୟୀ ଶିକ୍ଷାନୁଷ୍ଠାନ ଅଟେ। ଆଦର୍ଶ ବିଦ୍ୟାଳୟକୁ ଛାତ୍ର ଓ ଛାତ୍ରୀ ମାନଙ୍କ ନିରାପତ୍ତାରେ ନେବା ଆଣିବା ଦାୟିତ୍ୱ ଅଭିଭାବଙ୍କ ଉପରେ ନ୍ୟସ୍ତଅଟେ।…

ପୋଖରୀ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ପଡାବାସୀଙ୍କ ଦାବି

ନୂଆପଡାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ଖଡିଆଳ ସହର ଦୁଇ ନମ୍ବର ୱାର୍ଡ ପୋଲି ପଡାର ପଖରରେ ରହିଛି ଏକ ବହୁ ପୁରାତନ ପୋଖରୀ । ପୋଲିସପଡା, ସତନାମୀପଡା ବାସି ଗାଧୋଇବା ପାଇଁ ଏହି ପୋଖରୀ ଉପରେ ନିର୍ଭର କରନ୍ତି । ହେଲେ ପୋଖରୀ କୁ ବହୁ ବର୍ଷରୁ ପ୍ରସାସନ ସଫେଇ କାର୍ଯ୍ୟ ନ କରିବାରୁ ପୋଖରୀର…

ବାଂଲାଦେଶରେ ଓଡିଆ ଯୁବକଙ୍କ ମୃତ୍ୟୁ: ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଶୀଘ୍ର ଫେରିବ ମରଶରୀର

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ବାଂଲାଦେଶରୁ ପିତାମ୍ବର ସାହୁଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଥିଲେ। ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ତରଫରୁ…

କୋଶଳିଆ ମାଳି ସମାଜ ପଦ୍ମପୁର ଵ୍ଳକ ର ସତୀଭଟା ଠାରେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)-ଆଜି ସତୀଭଟା ଠାରେ କୋଶଳିଆ ମାଳି ସମାଜ ଵିକାଶ ପରିଷଦ,ପଦ୍ମପୁର ବ୍ଳକ ର ସମାଜ ଭଵନ ନିର୍ମାଣ ପାଇଁ ଭୂମିପୂଜନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି।ଏଥିରେ୨୩୧ଟି କଳଶ ଶୋଭାଯାତ୍ରାରେ ମହିଳା ମାନେ ଭାଗ ନେଇ ଥିଲେ।ଶ୍ରୀଯୁକ୍ତ ଯଶୋବନ୍ତ ପଟେଲ ଭୂମି ପୂଜନ ର କର୍ତା…

ସାମ୍ବାଦିକଙ୍କ ଭ୍ରାତୃ ବିୟୋଗ ।

ଭଦ୍ରକବ୍ଲକ/ସୀତାକାନ୍ତ ପାଢ଼ୀ: ଭଦ୍ରକର ସୁପରିଚିତ ସାହିତ୍ୟିକ,ଚିକିତ୍ସକ ସ୍ଵର୍ଗତ ଡାକ୍ତର ଆର.ଶିବାଜୀ ରାଓଙ୍କ ପୁତ୍ର ତଥା ସାମ୍ବାଦିକ ଶଶିଭୂଷଣ ସ୍ଵାମୀ ଓ ସତ୍ୟଭୂଷଣ ସ୍ବାମୀଙ୍କ ସାନ ଭାଇ ଶକ୍ତିଭୂଷଣ ସ୍ବାମୀ(୪୨) ଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କ ଭଦ୍ରକର କୁଆଁସ ସ୍ଥିତ ବାସ…

ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଲା ପୋଲିସ : କଲା ରାସ୍ତା ମରାମତି

  https://youtu.be/hGJrH1VaDUw ଝାରବନ୍ଧ-ମନୋହର ଦାଶ- ପୋଲିସ କେବଳ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ନୁହେଁ, ଲୋକଙ୍କ ସେବାରେ ଓ ସୁଖ ଦୁଃଖରେ ବି ସାମିଲ କରିପାରିବ ନିଜକୁ | ଏଥିପାଇଁ ଖାଲି ଟିକେ ଇଛାଶକ୍ତି ଲୋଡ଼ା | ଏମିତି ଏକ ନଜିର ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା…

ଅସହାୟଙ୍କୁ ସହଯୋଗର ହାତ ବଢାଇଲେ ସମାଜସେବୀ ରୁପେନ୍ଦ୍ର ପାଣ୍ଡେ

ନିଜସ୍ୱ ଉଦ୍ୟମରେ ଯୋଗାଇ ଦେଲେ ହ୍ବିଲ ଚେୟାର । ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଳକ ବରିକେଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିତାଖୋଲ ଗ୍ରାମର ୬୮ ବର୍ଷୀୟ କୁନ୍ତଳା ମହାଳିଙ୍ଗ ଦୀର୍ଘଦିନ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚାଲି ବୁଲି ପାରୁ ନାହାଁନ୍ତି । ତାଙ୍କ…

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ଦ୍ଵାରା କଲ୍ୟାଣ ମଣ୍ଡପ ଉଦଘାଟିତ

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀଜିଲାର ସର୍ବଧର୍ମ ସମନ୍ୱୟ ପୀଠ ଅସ୍ତରଙ୍ଗର ପିରଜାହାନିଆ ,ବେଳାଭୁମି ନିକଟରେ ସରକାରଙ୍କ ତରଫରୁ 35ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସୋମବାରଦିନ ଏକ କଲ୍ୟାଣମଣ୍ଡପର ଶୁଭ ଉଦ୍ଘାଟନ ହୋଇଯାଇଅଛି । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ…