ମହାନଦୀ ଉତ୍ସବ :ଜଳ ସୁରକ୍ଷା ଓ ବ୍ୟବହାର ସଂପର୍କିତ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର(ଶାସକ ପ୍ରଶାସକ ) : ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପରିଚାଳନାରେ ଓଡିଶାର ମହାନଦୀ ପ୍ରବାହିତ ସମ୍ବଲପୁର, କଟକ ଓ ଜଗତସିଂହପୁର ଜିଲ୍ଲାରେ ମହାନଦୀ ଉତ୍ସବ ଗତକାଲି ଡିସେମ୍ବର ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଭାରତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ…

ଧାନ ମଣ୍ଡି ରେ ମୃତ୍ୟୁ ବରଣ ଚାଷୀ ଙ୍କ ପରିବାର ଙ୍କୁ ସହାୟତା ଦାବି ରେ ମୂଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ ।

ପଦ୍ମପୁର (ଶାସକପ୍ରଶାସକ )-ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ର ଛିନ୍ଦେକେଲା ଧାନ ମଣ୍ଡି ରେ ଟେମେରିମାଲ ଗ୍ରାମ ର ପ୍ରହଲ୍ଲାଦ ରାଉତ ଙ୍କ ହୃଦଘାତ ରେ ମୃତ୍ୟୁ ଘଟିଥିଲା । ଏନେଇ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ପୁରୋହିତ ଙ୍କ ନେତୃତ୍ବରେ ଆଜି ବରଗଡ଼ ଜିଲ୍ଲାପାଳ ଶ୍ରୀମତି…

ଖାଦ୍ୟ ଅନ୍ୱେଷଣରେ ସହର ଭିତରେ ପସିଲା କୁଟୁରା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା.ଉଦୟଗିରି ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁ କୁଟୁରାକୁ ଉଦ୍ଧାର କରାଯାଇ ଲଖାରି ଅଭୟାରଣ୍ୟକୁ ଛାଡିଦିଆଯାଇଛି। ରା.ଉଦୟଗିରି ପଞ୍ଚାୟତ ସମ୍ମୁଖରେ ଏକ କୁଟୁରା ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇଥିବା ବେଳେ ରାସ୍ତାରେ ବୁଲୁଥିବା…

ଗ୍ରାମ ମୁଖିଆଙ୍କ ପତ୍ନୀ ବିୟୋଗ

-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଗ୍ରାମର ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ରଙ୍କ ଧର୍ମପତ୍ନୀ ବିଦୁଲତା ପାତ୍ରଙ୍କ ଗୁରୁବାର ଦିନ ସକାଳୁ ଅକାଳ ବିୟୋଗ ଘଟିଛି। କିଛି ମାସ ହେଲା ବିଦୁଲତା ପାତ୍ର ଅସୁସ୍ଥ ଥିଲେ ଏବଂ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ହୋଇ…

“ମୁକ୍ତା” ଯୋଜନା ମାଧ୍ୟମରେ ପାରଳାଖେମୁଣ୍ଡି ପୌର ପରିଷଦର ରୂପାନ୍ତରିତ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରାଞ୍ଚଳର ଉନ୍ନତି ପାଇଁ ଭିଡିଓ କନଫେରନ୍ସ ଦ୍ୱାରା "ମୁକ୍ତା " ଯୋଜନା ମାଧମରେ ପୌରପରିଷଦ କାର୍ଯ୍ୟକ୍ରମରେ ସହରର ରୂପାନ୍ତରିକରଣ ନିମନ୍ତେ ଆବଶ୍ୟକ ଥିବା ବିଭିନ୍ନ ପ୍ରକଳ୍ପର ମଞ୍ଜୁରୀ ସକାଶେ ୫-ଟି…

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ “ବିଜୟ ଦିବସ” କାର୍ଯ୍ୟକ୍ରମ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମସ୍ଥିତ କମ୍ୟୁନିଟି ହଲ ଠାରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଗତ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଯୁବଗୋଷ୍ଠୀ ,ଏକ୍ସ ମିଲିଟାରୀ ଓ ଗ୍ରାମବାସୀ ମାନଙ୍କୁ ନେଇ…

କିଟ୍‍ ଓ କିସରେ କଳାକୁମ୍ଭ ଉଦ୍‍ଯାପିତ

ଭୁବନେଶ୍ୱର: ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ ପକ୍ଷରୁ କିଟ୍‍ ଓ କିସ୍‍ ସହଯୋଗରେ କିସ୍‍ ପରିସରରେ ଡିସେମ୍ବର ୧୨ ତାରିଖରୁ ଚାଲିଥିବା କଳାକୁମ୍ଭ ଶୁକ୍ରବାର ଉଦ୍‍ଯାପିତ ହୋଇଯାଇଛି । ନିକଟରେ କିଟ୍‍-କିସ୍‍ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ରାଷ୍ଟ୍ରୀୟ ଆଧୁନିକ କଳା…

ଦୁବାଇରେ ଫସିଥିବା ଓଡିଆ ଯୁବକଙ୍କ ମରଶରୀର ଫେରାଇ ଆଣିବାକୁ ବୈଜୟନ୍ତଙ୍କ ଉଦ୍ୟମ

ଭୁବନେଶ୍ବର - ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ଦୂବାଇରେ ଫସିଥିବା ମୃତ ଓଡିଆ ଯୁବକ ନାରାୟଣ ରାଉତଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।ସୂଚନାଯୋଗ୍ୟ, କେନ୍ଦ୍ରାପଡା…

ଚିନ୍ତା ବଢାଇପାରେ ରିଫ୍ରାକ୍ଟିଭ୍ ତ୍ରୁଟି – ଆପଣଙ୍କର ଚକ୍ଷୁ ସୁରକ୍ଷା ପ୍ରତି ଯତ୍ନବାନ ରୁହନ୍ତୁ

ଦୃଷ୍ଟି ଶକ୍ତିର ଯତ୍ନ ନେବା ଦ୍ୱାରା ଆପଣଙ୍କର ଜୀବନରେ ଉନ୍ନତି ଆସିଥାଏ                                                    ଡା. ଦେବୀ ଐଶ୍ୱର୍ଯ୍ୟା ଦାସ, ସିନିୟର କନ୍ସଲଟାଂଟ-ଅପ୍ଥାଲମୋଲୋଜିଷ୍ଟ, ଡା.ଅଗ୍ରୱାଲ୍ସ ଆଇ ହସ୍ପିଟାଲ, କଟକ ମହାମାରୀ ହେତୁ ନିକଟରେ ଆମର ଜୀବନଶୈଳୀରେ…

ବୀରମିତ୍ରପୁରରେ ଦନ୍ତାହାତୀ

ରାଉରକେଲା (ବସନ୍ତ କୁମାର ଜେନା) ହାତୀବାରି ପଞ୍ଚାୟତ ପରେ ବୀରମିତ୍ରପୁରରେ ପଶିଛି ଦନ୍ତାହାତୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆତଙ୍କିତ ଅଛନ୍ତି । ହାତୀର ଗତିବିଧି ଉପରେ ନଜର ରଖିଛି ବନବିଭାଗ । ନୂଆଗାଁ ବ୍ଲକ ଅନ୍ତର୍ଗତ ହାତୀବାରି ଅଞ୍ଚଳରେ ଏହି ଦନ୍ତାହାତୀ ବୁଲୁଥିବାବେଳେ…