ଖୁଡ଼ିଙ୍କୁ ପ୍ରେମ ପ୍ରସ୍ତାବ ପରେ ପରିବାରିକ ବିବାଦ, ଶାବଳ ଆକ୍ରମଣରେ ଦାଦା ଗୁରୁତର; ନ୍ୟାୟ ଦାବିରେ ଥାନା ଆଗରେ…
କେନ୍ଦ୍ରାପଡା:୦୬,୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ସମ୍ପର୍କୀୟ ଖୁଡ଼ିଙ୍କୁ ପ୍ରେମ ପ୍ରସ୍ତାବ ଦେବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ପରିବାରିକ ବିବାଦ ଶେଷରେ ରକ୍ତାକ୍ତ ଘଟଣାର ରୂପ ନେଇଛି। ଶାବଳରେ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ହସ୍ପିଟାଲରେ ଜୀବନ-ମରଣ ସହ ସଂଘର୍ଷ କରୁଥିବା ବେଳେ,…