ବମ୍ବେ ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ।
ସିମୁଳିଆ (ଅକ୍ଷୟ କୁମାର ଜେନା)- ମଇତା ପୁର ଅଂଚଳ ର ବେଣୁଧର ମୁଦୁଲିଙ୍କ ସାନ ମଝିଆ ପୁଅ ପ୍ରଭାକର ମୁଦୁଲି ପେଟ ଯନ୍ତ୍ରଣା ଅସହ୍ୟ ହେବାରୁ ଚିକିତ୍ସାଧିନ ଅବସ୍ଥାରେ ମୁମ୍ବାଇରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ ୨୮ ବର୍ଷ ହୋଇଥିଲା, ଆଗାମୀ ରଜ ରେ ବିଭାଘର ହୋଇଥାନ୍ତା ବୋଲି ଘର ଲୋକ କୁହନ୍ତି।…