ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ ।

ପଦ୍ମପୁର:ଭାରତୀୟ ଜନତା ପାର୍ଟି ପ୍ରାଣ,ଭାରତରତ୍ନ,ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଇକମାଲ ସ୍ଥିତ ଶ୍ରୀ ନୃସିଂହନାଥ ଆଇଓସିଏଲ ଅତିଥି ଭବନରେ ପାଇକମାଲ ମଣ୍ତଳ ସଭାପତି ଶ୍ରୀ କୈଳାସ ଦିଶ୍ରୀଙ୍କ ସଭାପତିତ୍ବରେ ପାଳିତ…

ଝୋଟ ଗୋଦାମରେ ନିଆଁ, ଜଳିଗଲା ଦୁଇ ହଜାର କ୍ୱିଣ୍ଟାଲରୁ ଅଧିକ ଝୋଟ

ମାହାଙ୍ଗା(ଶାସକ ପ୍ରଶାସକ) : ମାହାଙ୍ଗା ଥାନା କୁହୁଣ୍ଡା ଗାଁ'ରେ ଥିବା ଏକ ଝୋଟ ଗୋଦାମରେ ଅଚାନକ ନିଆଁ ଲାଗି ବିପୁଳ ପରିମାଣର ଝୋଟ ପାଉଁଶ ହୋଇଯାଇଥିବା ଜଣାପଡିଛି | ସୂଚନା ଅନୁଯାୟୀ, ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗାଁ'ର ଝୋଟ ବ୍ୟବସାୟୀ ଭୀମ ଓ ଅର୍ଜ୍ଜୁନ ସାହୁଙ୍କ ଏହି ଗୋଦାମ ଘରେ କୌଣସି…

ପାର୍ଶାଲି ପଞ୍ଚାୟତ ସ୍ତରୀୟ କର୍ମଶାଳା ଅନୁଷ୍ଠିତ।

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ନିୟମଗିରି ପାହାଡ ପାଦତଳେ ଥିବାପାର୍ଶାଲି ପଞ୍ଚାୟତରେ ଓପିଲିପି ତରଫରୁ ପଞ୍ଚାୟତ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ…

ଗୁଡାରି ଏବଂ ପଦ୍ମପୁର ବ୍ଲକରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କଲା ଜିଲ୍ଲା ପ୍ରଶାସନ

୬୦୦ ଏକର ଜମି ରୁ ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦୦ କୋଟି ଟଙ୍କା । ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡା ଜିଲ୍ଲାର ଗୁଡାରି ଏବଂ ପଦ୍ମପୁର ବ୍ଲକରେ ବେଆଇନ ଗଞ୍ଜେଇ ଚାଷକୁ ଵି ବାଦ ଦେଲାନି ଜିଲ୍ଲା ପ୍ରଶାସନ ପ୍ରାୟ 15 ଦିନ ର ଲଗାତାର ଗଞ୍ଜେଇ କଟା ଅଭିଯାନ ରେ ସହଯୋଗ କରିଥିଲେ…

ଜନସଂଖ୍ୟା ସମାଧାନ ଫାଉଣ୍ଡେସନର କେନ୍ଦ୍ରୀୟ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ: ପ୍ରତିବାଦରେ ରାଜ ରାସ୍ତାକୁ ଓଲ୍ଲାଇବ…

ରାୟଗଡ(ସରୋଜ କୁମାର ସାହୁ) : ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସବୁ ଦମ୍ପତିଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ଦେବା ବାଧ୍ୟତା ମୂଳକ ଆଇନ ସଂସଦରେ ପ୍ରଣୟନ ଦାବୀ କରି ଜନସଚେତନତା ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରଷ୍ଟ୍ରୀୟ ସଭାପତି ଶ୍ରୀ ଅନୀଲ ଚୌଧୁରୀ ଗତ ଡିସେମ୍ବର ୪ ତାରିଖ ଦିନ…

ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ

ରାୟଗଡ(ସରୋଜ କୁମାର ସାହୁ) : ଆଂଚଳିକ ଶିଳ୍ପକେନ୍ଦ୍ର ରାୟଗଡ ଦ୍ୱାରା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ଓ ଇମ୍ଫାର ସହଯୋଗରେ ଥେରୁବାଲି ସ୍ଥିତ ଗୋପବନ୍ଧୁ ନଗର ଠାରେ ଥିବା ଇମ୍ଫା ଏମ୍ପ୍ଲଇଜ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଂଚଳିକ ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ…

୭୪ତମ ଜିଲ୍ଲା ପରିଷଦ ବୈଠକ : ଆଗାମୀ ଦିନରେ ଜିଲ୍ଲାର ୮୦ ଗୋଟି ବିଦ୍ୟାଳୟ ହେବ ରୂପାନ୍ତରିତ

ରାୟଗଡ(ସରୋଜ କୁମାର ସାହୁ) :ରାୟଗଡ ଜିଲ୍ଲା ପରିଷଦର ୭୪ତମ ତଥା ଅନ୍ତିମ ବୌଠକ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓଡିଶା ଶ୍ରୀ ଜଗନ୍ନାଥ ସାରାକା,…

ବାଲ୍ୟବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଳକର ଆଲାଝୋଲ ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଗୋଟିଏ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। ଉକ୍ତ ବାଲ୍ୟବିବାହ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ରାୟଗଡ ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ ଟେରେସ୍କୋଭା…

ଚ଼ନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୌତମ ବୁଦ୍ଧ , ମାନସ ସରୋବର ଓ ଔଷଧୀୟ ବୃକ୍ଷର ସମ୍ଭାର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଉଲ୍ଲାସ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵବଧାନରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତୀ ଓ ମାନସ ସରୋବର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।…

ମିଶନ ଶକ୍ତି-ବ୍ୟାଙ୍କ ସାଥୀ ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କ ପାଇଁ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ଅନୁଷ୍ଠାନର ସଭା କକ୍ଷରେ ମିଶନ ଶକ୍ତି-ବ୍ୟାଙ୍କ ସାଥୀ ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ପାଇଁ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି।…