ରାଜ୍ୟ ଖଣି ରାଜସ୍ୱକୁ ଜେଏସ୍ଡବ୍ଲ୍ୟୁର ସର୍ବାଧିକ ଯୋଗଦାନ
କମ୍ପାନୀର ରାଜସ୍ୱ ମୋଟ ରେଭିନ୍ୟୁର ୫୨.୫%
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ୱରେ ଜେଏସ୍ଡବ୍ଲ୍ୟୁ ପୁଣି ସର୍ବାଧିକ ଯୋଗଦାନକାରୀ ହୋଇପାରିଛି । ଚଳିତ ଆର୍ଥିକ ବର୍ଷରେ ଜେଏସ୍ଡବ୍ଲ୍ୟୁ ଖଣି ରାଜସ୍ୱ ବାବଦକୁ ୧୨,୨୧୦ କୋଟି ଟଙ୍କା ଦେଇଛି । ୨୦୨୧-୨୨…