ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସମୀକ୍ଷା ବୈଠକ

 ୫-"ଟି' ରୂପାନ୍ତରିତ ହାଇସ୍କୁଲର ୬ଟି ଟାସ୍କଫୋର୍ସ କାର୍ଯ୍ୟକାରିତା ଉପରେ ଆଲୋଚନା ଓ ମତାମତ ସଂଗ୍ରହ  ୧ମରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ଉପରେ ଗୁରୁତ୍ୱ  ଆସନ୍ତାବର୍ଷ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ  ଜିଲ୍ଲାସ୍ତରରେ ଚୁକ୍ତିଭିତ୍ତିକ…

ଅଚାନକ ଉଦଳା ସବ୍ ଡିଭିଜନ ଗସ୍ତରେ ଓଡିଶା ଉଠାଜଳସେଚନ ନିଗମ ଅଧ୍ୟକ୍ଷ

କାର୍ଯ୍ୟ ସମୀକ୍ଷା କରିବା ସହ କଲେ କ୍ଷେତ୍ର ପରିଦର୍ଶନ ୫-ଟି ଉପକ୍ରମ ଆଧାରରେ ପ୍ରସ୍ତାବିତ ନୂତନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହଅଚଳ ପ୍ରକଳ୍ପଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ…

ପ୍ରଶାସନର ବିକାଶ ନକ୍ସାରେ ନାହିଁ ବୋଧେ ପଣସଗୁଡ଼ା !

ପ୍ରଶାସନ ଗୁହାରି ନ ଶୁଣିବାରୁ ଗ୍ରାମବାସୀଙ୍କ ପ୍ରୟାସରେ ଏକ ସୁନ୍ଦର କାଠ ପୋଲ ନିର୍ମାଣ କରି ଉଦାହରଣ ପାଲଟି ଯାଇଛି ପଣସ ଗୁଡା ଗାଁ। କଲ୍ୟାସିଂହପୁର: ପ୍ରଦୀପ ଦଳାଇ/ରାୟଗଡା ଜିଲ୍ଲା କାଶିପୁର ବ୍ଳକ ଅନ୍ତର୍ଗତ ଗୋଡିବାଲି ପଞ୍ଚାୟତ ପଣସଗୁଡା ଗାଁ ର ଲୋକମାନେ ବାରମ୍ବାର ପ୍ରଶାସନକୁ ଗୁହାରି…

କୋମନା ଅଞ୍ଚଳରେ ଝିପିଝିପି ବର୍ଷା

କୋମନା/ଭାଗିରଥି ଭୋଇ - ନୂଆପଡା ଜିଲା କୋମନା ବ୍ଲକରେ ଝିପିଝିପି ବର୍ଷା ଲାଗିରହିଛି । କିଛି ଦିନ ହେଲା ପାଗ ମେଘୁଆ ରହିଥିଲା । ବର୍ଷା ହେବା ଫଳରେ ଏବେ ହରଡ ଚାଷୀ ଚିନ୍ତାରେ । ହରଡ( ଲେହେର୍) ଡାଳି ଜାତୀୟ ଶସ୍ୟ ହୋଇଥିବାରୁ ଏହାର ବଜାର ଚାହିଦା ବେଶି ରହିଛି । ଏଥିରୁ ବେଶ ଦୁଇ ପଇସା ଲାଭ…

ଆଇଟିଇଆରରେ ରକ୍ତଦାନ ଶିବିର

ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କମିଶନରେଟ୍ ପୋଲିସ୍ର ମିଳିତ ସହଭାଗିତାରେ ବୁଧବାର ଦିନ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆଇଟିଇଆର୍) ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ରକ୍ତଦାନ ଶିବିରକୁ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର…

ଆରମ୍ଭ ହେଲା ଶିଶିର ସରସ

ଭୁବନେଶ୍ୱର : ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଅଧୀନସ୍ଥ ଓଡିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ୍‌) ତରଫରୁ ଆୟୋଜିତ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ଆରମ୍ଭ ହୋଇଛି । ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଥିବା ଏହି ମେଳା ରାଜ୍ୟ ସରକାରଙ୍କର ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର…

ପଦ୍ମପୁର ଟାଉନ କ୍ଲବ ଓ ମହାନଦୀ ନେତ୍ର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ପଦ୍ମପୁର: ପଦ୍ମପୁର ଟାଉନ କ୍ଲବ ତରଫରୁ କ୍ଲବ ଓ ମହାନଦୀ ନେତ୍ର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ଶିବିରରେ ମୋଟ ୪୦୬ ଜଣଙ୍କର ମାଗଣା ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ ସେ ମାନଙ୍କ ମଧ୍ୟରୁ ମୋଟ ୧୬୬…

ରେଲିଅନ୍ସ ଫାଉଣ୍ଡେସନ ତରଫରୁ କୃଷିଭିତ୍ତିକ କାର୍ଯ୍ୟକ୍ରମ।

ସିମୁଳିଆ (ଅକ୍ଷୟ କୁମାର ଜେନା) : ସ୍ବର୍ଗତ ଧିରୁ ଭାଇ ଅମ୍ବାନୀ ଙ୍କ ର ଜନ୍ମତିଥି ଅବସରରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର୍ ମୁନିପଦା ରେ ଏକ କୃଷି ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ସମଗ୍ର ରାଜ୍ୟ ଏବଂ ଦେଶ ବାହାରେ ଜଣାଶୁଣା ଚାଷୀ ଗଜେନ୍ଦ୍ର ବେହେରା ଙ୍କ ପୌରହିତ…

କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡ଼ର ଅଷ୍ଟାଦଶ ମହାସଭା ଅନୁଷ୍ଠିତ

ପାଇକମାଳ:  ପାଇକମାଳ ବ୍ଲକ୍ ମାଣ୍ତୋସିଲ ସାଇ ତରଫରୁ ଅଂଳାଯୁବା ମହାମାୟା ଶୁଶିଳା ଦେବୀ ନରସିଂ ଛାତ୍ରୀନିବାସ ପରିସର ରେ କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡ଼ ର ଅଷ୍ଟାଦଶ ମହାସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । ମହାସଭା ସଭାପତି ରମହରି ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସମାବେଶରେ…

ଉତ୍କଳୀୟମ୍ ଫାଉଣ୍ଡେସନ୍ ଦ୍ବାରା ସମ୍ମାନିତ ହେଲେ ସମାଜସେବୀ ରଶ୍ମିତା

ପଦ୍ମପୁର : ଉତ୍କଳୀୟମ୍ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ୱାରା ରାଜ୍ୟ ସ୍ତରୀୟ କରୋନା ଯୋଦ୍ଧା ସମ୍ମାନ - ୨୦୨୧ କାର୍ଯ୍ୟକ୍ରମ ଉତ୍କଳ ସାମ୍ବାଦିକ ସଂଘ ଭୂବନେଶ୍ବର ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର କରୋନା ଯୋଦ୍ଧା ଯଥା ପୋଲିସ, ଡାକ୍ତର, ନର୍ସ, ସାମ୍ବାଦିକ,…