ଶ୍ରୀଜୀଉଙ୍କୁ ଦର୍ଶନ କଲେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ

ପୁରୀ (ଅନିମେଶ ପଟ୍ଟନାୟକ)- ନୂଆ ଡିଜିପି ଭାବେ ଦାୟିତ୍ୱ ନେବାପରେ ସୋମବାର ସପତ୍ନିକ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ସୁନୀଲ ବଂଶଲ ।  ସୂଚନାଯୋଗ୍ୟ ଯେ ଗତ ୩୧ ତାରିଖରେ ବିଦାୟୀ ଡିଜିପି ଶ୍ରୀ ଅଭୟଙ୍କ ଠାରୁ ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଥିଲେ ଶ୍ରୀ  ବଂଶଲ । ଆଜି ଶ୍ରୀଜୀଉଙ୍କ ଦର୍ଶନ ପରେ…

କତାରରୁ ଫେରିଲା ଓଡିଆ ଯୁବକଙ୍କ ମରଶରୀର

ବିମାନବନ୍ଦରରେ ବୈଜୟନ୍ତ ପଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଉଦ୍ୟମରେ କତାରରୁ ଫସିଥିବା ମୃତ ଓଡିଆ ଯୁବକ ସଦାଶିବ ଦାସଙ୍କ ମରଶରୀର ଆଜି ଓଡିଶା ପହଞ୍ଚିଛି। ମରଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବାପରେ…

କତାରରୁ ଫେରିଲା ଓଡିଆ ଯୁବକଙ୍କ ମରଶରୀର

ବିମାନବନ୍ଦରରେ ବୈଜୟନ୍ତ ପଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଉଦ୍ୟମରେ କତାରରୁ ଫସିଥିବା ମୃତ ଓଡିଆ ଯୁବକ ସଦାଶିବ ଦାସଙ୍କ ମରଶରୀର ଆଜି ଓଡିଶା ପହଞ୍ଚିଛି। ମରଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବାପରେ…

ପଦ୍ମପୁର କେନ୍ଦୁପତ୍ର ଡିଭିଜନ ପକ୍ଷରୁ ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ୧୦୨ତମ ଜନ୍ମ ଦିବସ ପାଳନ ।

ପଦ୍ମପୁର(ଶାସକପ୍ରଶାସକ)-ସଂପ୍ରତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ କେନ୍ଦୁପତ୍ର ଡ଼ାକବଙ୍ଗଳା ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତ ଙ୍କ ୧୦୨ତମ ଜନ୍ମଦିବସ ପାଳନ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି lଏହିକାର୍ଯ୍ୟକ୍ରମ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି

ଉପକୃତ ହେବେ ୩୩,୦୩୮ ଶିକ୍ଷକ ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ କନିଷ୍ଠ ଶିକ୍ଷକ…

ଗୁଣୁପୁର ପ୍ରେସ କ୍ଳବ ର ପ୍ରଥମ ବୈଠକ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗତକାଲି ସନ୍ଧ୍ୟା ରେ ଗୁଣୁପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ନବ ଗଠିତ ଗୁଣୁପୁର ପ୍ରେସ କ୍ଳବର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଏବଂ ଇଂରାଜୀ ନବ ବର୍ଷ 2022 ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ଗୁଣୁପୁର ପ୍ରେସ…

ସିମୁଳିଆ ରେ ପ୍ରଥମ ଓମିକ୍ରନ୍ ଚିହ୍ନଟକୁ ନେଇ ଲୋକେ ଆତଙ୍କିତ !

ସିମୁଳିଆ(ଅକ୍ଷୟ କୁମାର ଜେନା) :ଧିରେ ଧିରେ ଓମିକ୍ରନ କାୟା ବିସ୍ତାର କରୁଥିବା ବେଳେ ବିଦେଶ ଫେରନ୍ତାଙ୍କୁ କୌଣସି ପ୍ରତିବନ୍ଧକ ନାହିଁ। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ବାଉରିପଦାରେ ଜଣେ ୩୮ ବର୍ଷୀୟ ଯୁବକ ଓମାନରୁ ଫେରିବା ଏବଂ କରୋନା ପଜିଟିଭ୍ ବାହାରିବା ସହିତ ସ୍ବାସ୍ଥ୍ୟ ବିଭାଗ…

ଦ-ଗାଇଡ୍ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳିତ ।

ନିଶ୍ଚିନ୍ତ କୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ): - ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତରତ ଗ୍ରାମପଞ୍ଚାୟତ ଦାମୋଦରପୁର ଗ୍ରାମର ଦେବଦତ୍ତ ନାୟକଙ୍କ ଦ୍ଵାରା ପ୍ରତିଷ୍ଠିତ  ଦ-ଗାଇଡ୍ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ତଥା ଇଂରାଜୀ ନବବର୍ଷ ୨୦୨୨ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏହି…

ମହଙ୍ଗା ପଡିଲା ନୂଆବର୍ଷ ପାଳନ: ଗଣିଲେ ୨୦ ହଜାର ତଣ୍ଡ

ପଦ୍ମପୁର(ଶାସକପ୍ରଶାସକ)- ନୂଆବର୍ଷ ପାଳନ ଉପରେ ସରକାର ସାରା ରାଜ୍ୟରେ କଟକଣା ଯାରି କରିଛନ୍ତି । ହେଲେ କିଛି ଅମାନିଆ ଲୋକ ସରକାରଙ୍କ ନିୟମକୁ ଫୁ କରୁଥିବା ଦେଖିବାକୁ ମିଲିଛି । ନୂଆବର୍ଷ ପାଳନ କରିବା ସମୟରେ ଡିଜେ ବଜାଇବା ମହଙ୍ଗା ପଡ଼ିଛି। ପୁଲିସ୍ ଡିଜେ ମାଲିକଙ୍କ ଠାରୁ ୨୦ ହଜାର ଫାଇନ୍…

ବିଜେଡି କର୍ମୀଙ୍କ କଂଗ୍ରେସରେ ଯୋଗଦାନ

ବଲାଙ୍ଗିର (ନିରୋଜ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ମିର୍ଦ୍ଧାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଅଗାଁ ଗ୍ରାମର ବରିଷ୍ଠ ବିଜେଡି କର୍ମୀ ପୂର୍ବତନ ୱାର୍ଡ ମେମ୍ବର ମଟିଆ ଜାଲ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ଆଦର୍ଶ ଏବଂ ତାଙ୍କ ଉନ୍ନୟନାଭିମୁଖୀ କାର୍ଯ୍ୟକ୍ରମରେ…